ଝାରପୋଖରୀଆ ଥାନା ଅଂଚଳରେ ମୃତଦେହ ଉଦ୍ଧାର 

ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଯୋକା-କପାଡ଼ିହା ରାସ୍ତାମଝିରେ ରକ୍ତାକ୍ତ ଜଣେ ବ୍ୟକ୍ତିଙ୍କ  ମୃତ ଦେହ ଉଦ୍ଧାର କରିଛି ପୋଲିସ। ମୃତକ ଜଣଙ୍କ ହେଲେ ଝାରପୋଖରିଆ ଥାନା ଜାଟିଆଷୋଳ ଗ୍ରାମର ସୁନାରାମ ମାର୍ଣ୍ଡି । ସୁନାରାମ ଗତକାଲି ରାତିରେ ଯୋକାରେ ହେଉଥିବା…

ଯୁବକ କୁ ହତ୍ୟା ପରେ ଗାଁ ମୁଣ୍ଡ ରାସ୍ତା ଉପରେ ପିଙ୍ଗି ଦେଲେ ଦୁର୍ବୁର୍ତ୍ତ।

ବାରିପଦା(ଦିଲ୍ଲୀପ ମହାନ୍ତି ) -ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁ ମୁଣ୍ଡରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତ ଦେହ ପଡି ଥୁବା ଗ୍ରାମବାସୀ ଆଜି ସକାଳୁ ଦେଖିଥିଲେ। ମୃତ ଯୁବକ ଜଣଙ୍କ ହେଲେ ଭଦ୍ରାଷୋଳ ଗ୍ରାମର ଦିଲ୍ଲୀପ କୁମାର ମହାନ୍ତ । ମୃତ ଯୁବକ ଜଣକ ଗତ ଦୁଇ ବର୍ଷ…

ବିଜେପୁର ଉପନିର୍ବାଚନ : ସ୍ଥିତି ସମୀକ୍ଷା କଲେ ଡିଜି 

 ବରଗଡ :- ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ରାଜ୍ୟର ପୋଲିସ ମୁଖିଆ ଶ୍ରୀ ବିଜୟ କୁମାର ଶର୍ମା ବରଗଡ଼ ପୋଲିସ ମୁଖ୍ୟାଳୟ ଠାରେ ସମ୍ବଲପୁର DIG ଓ ବରଗଡ଼ ଜିଲ୍ଲା ସହିତ ଆଖପାଖ ଜିଲ୍ଲାର SP  ତଥା CRPF କମଣ୍ଡିଙ୍ଗ ଅଫିସରଙ୍କୁ ନେଇ ଏକ ସମୀକ୍ଷା ବୈଠକ…

ମଦ ନେଲା ଜୀବନ : ମଦ ପିଆ ଟଙ୍କାକୁ ନେଇ ମଦ ବେପାରୀ କଲେ ଭୁଜାଳିରେ ଆକ୍ରମଣ

ସୋହେଲା :-  ସୋହେଲାରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଖେଳ  ପଡ଼ିଆ ଠାରେ  ରାବଣ ପୋଡି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ସୋହେଲା ର ରାବଣ ପୋଡି ଅଂଚଳରେ ଖୁବ ପ୍ରସିଦ୍ଧ ।ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଦେଖିବାକୁ ପଶ୍ଚିମ ଓଡ଼ିଶା ତଥା ଛତିଶଗଡ଼ ରାଜ୍ୟର…

ରାସ୍ତାକଡ଼େ ଠିଆ ହୋଇଥିଲେ, ଧକ୍କା ଦେଲା ଟ୍ରାକ୍ଟର 

ଦୁର୍ଗାପୂଜାଦେଖି ଫେରୁଥିବା ବେଳେ ଟ୍ରାକ୍ଟର ଧକ୍କାରେ ୪ଗୁରୁତର (ଆଠମଲ୍ଲିକ /ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ ବାସୁଦେବପୁର ବାରେଣୀ ଗ୍ରାମରେ ଟ୍ରାକ୍ଟର ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି I ଗ୍ରାମବାସୀଙ୍କର ସୂଚନା ମୁତାବକ ବାରେଣୀଗ୍ରାମର କଲ୍ୟାଣୀ ବେହେରା (9)ପୂଜା ବେହେରା (8),…

ମାଙ୍ଗାନିଜ ଚୋରା ଚାଲାଣ ବେଳେ ୮ଗିରଫ

ମାଙ୍ଗାନିଜ ଲୋଡ଼ ଦୁଇଟି ୧୨ ଚକିଆ ଜବତ  ବଡ଼ବିଲ/ ଶାସକ ପ୍ରଶାସକ : ମାଙ୍ଗାନିଜ ଚୋରା ଚାଲାଣ କରୁଥିବା  ବେଳେ ୮ଜଣଙ୍କୁ  ପୋଲିସ ଗିରଫ କରିଛି | ରୁଗୁଡ଼ି  ଥାନା  ଅନ୍ତର୍ଗତ କାଟେସାହି ଦୁଇଟି ୧୨ ଚକିଆ ଗାଡ଼ିରେ ମାଙ୍ଗାନିଜ ଚୋରା ଚାଲାଣ ହେଉଥିବା ଖବର ପାଇଁ ରୁଗୁଡ଼ି ଥାନା ପୋଲିସ…

କାମ୍ପାଲାରୁ ଫେରିଲେ ବାଚସ୍ପତି

 ଭୁବନେଶ୍ୱର: ଓଡ଼ିଶାରବାଚସ୍ପତି ଡ. ସୂର୍ଯ୍ୟ  ନାରାୟଣ ପାତ୍ର ଆଜି ବିଦେଶ ଗସ୍ତରୁ ଫେରିଛନ୍ତି |  ସେପ୍ଟେମ୍ବର ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ  ଅନୁଷ୍ଠିତ ୬୪ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବା ପାଇଁ ବାଚସ୍ପତି ଡ. ପାତ୍ର ଉଗାଣ୍ଡାର ରାଜଧାନୀ କାମ୍ପାଲା ଗସ୍ତ କରିଥିଲେ | …

କାରଣ ଖୋଜିଲେ, ଲୋକଙ୍କୁ ବୁଝାଇଲେ ରୋହିତ 

Bhubaneswar/ Rairaakhol  :- ରେଢାଖୋଲ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ଇଂଜିନିୟର ରୋହିତ ପୂଜାରୀ ଆଜି ନିଜ ନିର୍ବାଚନ ମଣ୍ଡଳୀର ନାକଟିଦେଉଳ ବ୍ଲକ ଡଙ୍ଗର ପଡା ପଂଚାୟତ ର ହିରୋ ଗ୍ରାମକୁ ଯାଉଥିବା ସମୟରେ ଦେଖିଲେ ଯେ ନୂତନ ଭାବରେ ନିର୍ମାଣ…

ପୋଲ ତଳକୁ ପଲଟିଲା ୧୪ ଚକିଆ

ବଲାଙ୍ଗୀର : ( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଗତ ବିଳମ୍ବିତ ରାତ୍ରରେ ବିଶାଖାପାଟଣା ରୁ ରାୟଗଡା ଯାଉଥିବା ଏକ 14 ଚକିଆ ଟ୍ରକ ବଲାଙ୍ଗୀର ଜିଲ୍ଲାର ତୁଷାରା ଥାନା ଅନ୍ତର୍ଗତ ତେଲନଦୀ ପୋଲରୁ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଉଦ୍ଧାର କାରୀ ଦଳ ଓ ତୁଷାରା ପୋଲିସ ଘଟଣା…

ଶଙ୍ଖ ଘାଟରେ ବୁଡ଼ ମାରିବାକୁ ଅଶୋକ ବ୍ୟଗ୍ର !

"ଦାୟିତ୍ୱ ପାଇନି, ତଥାପି ଦଳରେ ଅଛି" ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ମତଦାନର ତାରିଖ ଯେତେ ପାଖକୁ ଆସୁଛି ରାଜନୈତିକ ପାଣିପାଗ ସେତେ ଗରମ ହେବାରେ ଲାଗିଛି । ଗତ କିଛିଦିନ ହେଲା ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଙ୍କୁ ନେଇ ଲାଗିଥିବା ଦ୍ଵନ୍ଦ ସମାପ୍ତ ହେବା ବଦଳରେ ଆହୁରି…