ମଙ୍ଗୋଲିଆର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତିନିଦିନିଆ ମଙ୍ଗୋଲିଆ ଗସ୍ତର ଅନ୍ତିମ ଦିନ • ଦୁଇ ଦେଶ ମଧ୍ୟରେ ଉର୍ଜା କ୍ଷେତ୍ର ଓ ବ୍ୟବସାୟିକ ସମ୍ପର୍କକୁ ମଜବୁତ କରିବା ଦିଗରେ ଗୁରୁତ୍ୱାରୋପ • ମଙ୍ଗୋଲିଆର ଖଣି ମନ୍ତ୍ରୀଙ୍କ ସହ ଆଲୋଚନା କରି ଭାରତୀୟ ଇସ୍ପାତ୍ କ୍ଷେତ୍ରକୁ ମଜବୁତ କରିବା ପାଇଁ ସହଯୋଗୀ ହେବା ଉପରେ ବିଚାରବିମର୍ଷ • ଭାରତ…

ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ନିୟମିତ ରାସ୍ତା ନଥିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ:ବିଜେପି

ସୁଆଣ୍ଡୋ ଠାରେ ବିଜେପି ପକ୍ଷରୁ ଉତ୍କଳମଣି  ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ପାଳିତ  ଭୁବନେଶ୍ୱର, : ମହାନ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ, ଏବଂ ଦୈନିକ ଖବରକାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠା  ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ରାଜ୍ୟ ବିଜେପିର…

ମେଲଛାମୁଣ୍ଡା ଥାନାରେ ଦୁର୍ଗା ପୂଜା

ମେଲଛାମୁଣ୍ଡା,(ମନୋଜ ଭୋଇ) ଦଶମୀ ତିଥିରେ ମେଲଛାମୁଣ୍ଡାସ୍ଥିତ ନୂତନ ଥାନାର ପୂଜା ମଣ୍ଡପରେ ପୁଲିସ କର୍ମଚାରୀଙ୍କ ଦ୍ୱାରା ମହାସମାରୋହରେ ଦୂର୍ଗା ପୂଜା ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ପୁଲିସ କର୍ମଚାରୀଙ୍କୁ ନେଇ କଳସ ଶୋଭାଯାତ୍ରା ଅଵୁସ୍ଥିତ  ହୋଇଥିଲା । ପୁଲିସ କର୍ମଚାରୀ ମାନେ…

ଶ୍ରୀକୃଷ୍ଣ ଏକାଡେମୀ ୨୦୦୬ ବ୍ୟାଚ ତରଫରୁ “ଶାରଦୀୟ ବନ୍ଧୁ ମିଳନ” ଓ “ଗୁରୁ ସମ୍ବର୍ଦ୍ଧନା…

ଜଗତସିଂହପୁର( ଶାସକ ପ୍ରଶାସକ): ଶ୍ରୀକୃଷ୍ଣ ଏକାଡେମୀ,ଜଗତସିଂହପୁର ୨୦୦୬ ବ୍ୟାଚ ତରଫରୁ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ "ଶାରଦୀୟ ବନ୍ଧୁ ମିଳନ" ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରମାନେ ପୁରୁଣା…

ଏନ୍ ଏଚ୍ 26 ସ୍ଥିତି ବେହାଲ: ଲୋକଙ୍କ ଭିତରେ ଅସନ୍ତୋଷ

ଆଗଲପୁର  (ସୁଶିଲ କୁମାର ବିଶ୍ବାଲ  ):- ସମ୍ବଲପୁର ରୁ ବଲାଙ୍ଗୀର ଦେଇ ବୋରିଗୁମ୍ମା ପର୍ଯ୍ୟନ୍ତ ଲମ୍ବି ଯାଇଛି 26 ନମ୍ବର  ଜାତିୟ ରାଜପଥ । ଜନସାଧାରଣଙ୍କ ଗମନାଗମନ ର ସୁବିଧା ପାଇଁ ସରକାର ଉନ୍ନତ ମାନର  ରାସ୍ତା ନିର୍ମାଣ କରୁଛନ୍ତି ହେଲେ ବର୍ତ୍ତମାନ  ଏହି ରାସ୍ତାର ଅବସ୍ଥା ଏଭଲି ଗୁରୁତର…

ଗୁଣିଗାରେଡି ସନ୍ଦେହରେ ପତିପତ୍ନୀଙ୍କ ମାରିଦେଲେ !

ଚାରି ଦିନ ନିଖୋଜ ଦମ୍ପତିଙ୍କ  ମୃତ ଦେହ ଉଦ୍ଧାର  ୩ ନାବାଳକ ସନ୍ତାନ ଅନାଥ ହୋଇଗଲେ ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜିର ବିଂଶ ଶତାବ୍ଦୀରେ ମଧ୍ୟ ସମାଜରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ବସା ବାନ୍ଧି ରହିଛି ଏବଂ ବିଭିନ୍ନ ସମୟରେ ବିନା ଦୋଷରେ ନୀରିହ ଜନତା ଏହାର ଶିକାର ହେଉଥିବାର ବହୁ ନଜିର…

ଚାନ୍ଦମାରୀ : କର୍ପୁର ଉଡି କନା ପଡିଛି ସତ , ଆଦର କମିନି

 ବିଜୟା  ଦଶମୀରେ ପଦ୍ମପୁରର ବହୁ ପୂରାତନ ରାଜକୀୟ ପରମ୍ପରା  କର୍ପୁର ଉଡି ଯାଇଛି , କନା ପଡିଛି ସତ | ହେଲେ କମିନାହିଁ ସେ ଅନବଦ୍ୟ ଅନ୍ତରତମ ପରମ୍ପରାର ପ୍ରତି ଆଦର | କହି କେଉଁ କାଳରୁ ଲୋକମାନେ ସାମିଲ ହୋଇ ଆସୁଥିବା ଏହି ମହାନ ରାଜକୀୟ  ପରମ୍ପରା "ଚାନ୍ଦମାରୀ"  ସମୟକ୍ରମେ ପାରିବାରିକ…

କୁଜିନେତା-ଅସାଧୁ ଅଧିକାରୀଙ୍କ ଯୋଗୁ ଲାଗୁଛି ୫ ଟି କୁ ଗ୍ରହଣ 

 ବିଡିଓଙ୍କୁ ବାରମ୍ବାର ଜଣାଇଲା ପରେ ବି ଚମ୍ପାକୁ ମିଳିଲାନି ଘର  ଆବାସ ଯୋଜନା କାହାପାଇଁ ? ଗରିବଙ୍କ ପାଇଁ “ନା’’ ଧନୀ ଲୋକଙ୍କ ପାଇଁ  ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :  ସରକାର ଗରୀବ ଶ୍ରେଣୀର ଲୋକମାନଙ୍କର ଉନ୍ନତି ପାଇଁ ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି ।…

ବିଜେପୁର ଉପନିର୍ବାଚନ : ଗ୍ରାଉଣ୍ଡୱାର୍କ ଶେଷ, ଇଂଟରଭାଲ ପରେ କାଲିଠୁ ଜମିବ ପ୍ରଚାର 

 ପୁଣି ଛୁଟିବ ବଡ ନେତାଙ୍କ ସୁଅ , ମୁହାଁମୁହିଁ ହେବେ ଷ୍ଟାର ପ୍ରଚାରକ  ବରଗଡ :- ଆଉ ମାତ୍ର ହାତଗଣତି କେଇଟା ଦିନ ବାକି ରହିଲା ବିଜେପୁର ଉପନିର୍ବାଚନକୁ । ଦୁର୍ଗାପୂଜା ପାଇଁ ଗତ କିଛି ଦିନ ହେଲା ପ୍ରାର୍ଥୀ ମାନେ ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହିତ ନିଜର ପ୍ରଚାର ମଧ୍ୟ କରୁଥିଲେ । ଅବଶ୍ୟ…

ଟଂକିକିଆ ଚାଉଳ ସହ ଫ୍ରିରେ ମିଳୁଛି  ମିଳୁଛି ମାଟି,ଗୋଡ଼ି ଓ ତଣ୍ଟିଆ ମାଡ଼ !!!!

୭୫ ବର୍ଷୀୟ ମହିଳା କଲେ ଥାନାରେ ଅଭିଯୋଗ ! ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ) : ଗରିବ ଲୋକଙ୍କ ପାଇଁ ଯୋଜନା ସରକାରଙ୍କର ହୁକୁମାତି ତଳିଆ କର୍ମଚାରୀ ମାନଙ୍କର । ଗରୀବ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସୁବିଧା ଯୋଗାଉଛି ରାଜ୍ୟ ଓ କେନ୍ଦ୍ର ସରକାର | ହେଲେ…