ଅଚାନକ ଜିଲ୍ଲା ଡାକ୍ତରଖାନାକୁ ସରପ୍ରାଇଜ ଭିଜିଟରେ ଗଲେ ଗ୍ରାମ୍ୟଉନ୍ନୟନ ପ୍ରମୁଖ ସଚିବ

ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି କଲେ ଉନ୍ନୟନ କାର୍ଯ୍ୟର ସମୀକ୍ଷା ଅଭାବ ପୂରଣ ପାଇଁ ସରକାରୀ ସ୍ତରରେ ଉଦ୍ୟମର ପ୍ରତିଶ୍ରୁତି ଦେଲେ,  ତ୍ରୁଟି ସଜାଡ଼ିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ମାସେ ସମୟ ଦେଲେ,  ସ୍ଥିତିରେ କେତେ ଉନ୍ନତି ହୋଇଛି, ମାସେ ପରେ ପୁଣି କରିବେ ସମୀକ୍ଷା …

ସଂକୀର୍ତନରେ ହଜିଲେ ମନ୍ତ୍ରୀ

ବରଗଡ :- ପୁରା ଓଡିଶା ଜାଣିଛି ମନ୍ତ୍ରୀ ପଦ୍ମନାଭ ବେହେରା ଜଣେ ଭଲ କଳାକାର । ଗୀତ ଗାଇବା  କୁ ସେ ଖୁବ ଭଲ ପାଆନ୍ତି । ବିଜେପୁର ଉପନିର୍ବାଚନ ପ୍ରଚାର ସମୟରେ ମନ୍ତ୍ରୀ ଶ୍ରୀ ବେହେରା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ସରଧାପାଲି ଗ୍ରାମର ମହାଜନ ଡୁଙ୍ଗୁରୀ ଠାରେ କରମସାନୀ ପୂଜା ଉପରେ ୩୦୦୦…

ମୁଖ୍ୟମନ୍ତ୍ରୀଙ୍କ ୭୪ ବର୍ଷରେ ପଦାର୍ପଣ ସ୍ମାରକୀ ରାଜ୍ୟ ବ୍ୟାପୀ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ୧୨୩୨୫ ୟୁନିଟ୍‍…

ରକ୍ତଦାତା ଓ ବ୍ଲଡ୍ ବ୍ୟାଙ୍କ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଆଠଗଡ଼ରେ ସର୍ବାଧିକ ୬୭୨ ୟୁନିଟ୍, ଦ୍ୱିତୀୟ ସର୍ବାଧିକ ବ୍ରହ୍ମପୁରରେ ୬୧୬ ଓ ତୃତୀୟ ସର୍ବାଧିକ ରାଉରକେଲାରେ ୫୧୧ ୟୁନିଟ୍ କଟକ ଜିଲ୍ଲାରେ ସର୍ବାଧିକ ୧୫୩୪, ଦ୍ୱିତୀୟ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ୧୨୩୯…

ମେଗା ଆଇନ ସଚେତନତା ଶିବିର ପାଇଁ ପ୍ରସ୍ତୁତି ବୈଠକ 

    ଗଜପତି ଷ୍ଟାଡିୟମରେ ୨୦ ତାରିଖରେ  ଅନୁଷ୍ଠିତ ହେବ ଶିବିର ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ଆସନ୍ତା ୨୦ ତାରିଖ ଦିନ ଜିଲ୍ଲା ସ୍ତରୀୟ ଏକ…

 ଧୁମଧାମରେ ପାଳିତ ହେଲା ଜିଲାସ୍ତରୀୟ ନୂଆଖାଇ ଭେଟଘାଟ

ନୂଆପଡା,(ଅମିତ ପୁରୋହିତ ) ; ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ହାଇସ୍କୁଲ ଖେଳ ପଡିଆରେ  ଡମ୍ବ ଗଣ୍ଡା ସମାଜର ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି ।   ପ୍ରାପ୍ତ ସୂଚନା ମୁତାବକ ଲଖନା ନିକଟସ୍ଥ ମୁରଲିବାହାଲି ଗ୍ରାମଠାରୁ ଏକ କଳସ…

ନୂଆପଡା ସଦର ମହକୁମାରେ ଜିଲସ୍ତରୀୟ ଅଭିଯୋଗ ଶୁଣାଣୀ

ଦୋକାନୀ ଙ୍କ ପରିବାର ପ୍ରଶାସନର ଦ୍ୱାରସ୍ଥ ନୂଆପଡା,(ଅମିତ ପୁରୋହିତ ):  ଜିଲ୍ଲା ସଦରମହକୁମାସ୍ଥିତ  ସଦଭାବନା ସଭାଗୃହଠାରେ ଜିଲାପାଳ ଙ୍କ  ଅଭିଯୋଗ ଶୁଣାଣୀ ସମ୍ପନ୍ନ ହୋଇଯାଇଛି । ଦଶହରା ଅବକାସ ପରେ ଅନୁଷ୍ଠିତ  ଏହି ଅଭିଯୋଗ ଶୁଣାଣୀ ଶିବିରରେ ସବୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ…

ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ 

ନୂଆପଡା,(ଅମିତ ପୁରୋହିତ ); ସଦର ବ୍ଲକ ଅନ୍ତର୍ଗତ ନେସନାଲ ମହା ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ  ହୋଇଯାଇଛି । ଏହି ଶିବିରରେ କଲେଜ ଅଧ୍ୟକ୍ଷ ତଥା ନୋଡାଲ ଅଫିସର ସମରେନ୍ଦ୍ର ନାରାୟଣ ଦାସଙ୍କ ନେତୃତ୍ୱରେ ୨୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ…

ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଯୋଗିତା “ହୌଶଲା” ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲାରେ ଥିବା ଶିଶୁ  ମାନଙ୍କ ଯତ୍ନ ନେଉଥିବା ଓ ସୁରକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ  ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଯୋଗିତା "ହୌଶଲା-୨୦୧୯"  କାର୍ଯ୍ୟକ୍ରମ…

ବିଜେପୁର ଉପନିର୍ବାଚନ : ବରମୁଣ୍ଡା ଠାରେ ବିଜେଡି ର ବିରାଟ କର୍ମୀ ସମ୍ମିଳନୀ

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ବିଜେପୁର ର ବରମୁଣ୍ଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଦଳର ଏକ ବିରାଟ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀକୁ ବରମୁଣ୍ଡା ଦାୟିତ୍ୱରେ ଥିବା ବିଜୁ ଜନତା ଦଳର ଯୁବନେତା ତଥା ରାଜ୍ୟ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ …

ପରିଛା ମଠରେ ଅନନ୍ତ ମୁଖୀ  ଶ୍ରୀମଦ୍ ଭାଗବତ ପାରାୟଣ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : କାର୍ତ୍ତିକ କୃଷ୍ଣ ପ୍ରତିପଦା ଦିନ ରାଜୁଗୁରୁ ସାହି ସ୍ଥିତ ପରିଛା ମଠ ବିଜେ ରାସିକରାଜ ମହାପ୍ରଭୁଙ୍କ ପ୍ରାଙ୍ଗଣରେ ସ୍ଵର୍ଗତ ନକ୍ଷତ୍ରମାଳା ପରିଛାଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବ ଅବସରରେ ଅନନ୍ତ ମୁଖୀ ଶ୍ରୀମଦ୍ ଭାଗବତ ପାରାୟଣ ରାଷ୍ଟ୍ରର କଲ୍ୟାଣ…