ଚଂଚକତା କରି ବିଧବାଙ୍କ ଜମି ହଡପ

ନୂଆପଡ଼ା(ଅମିତ ପୁରୋହିତ) ଖଡିଆଳ ବ୍ଲକ ରୋହେନପଦର ଗ୍ରାମର ଆଦିବାସୀ ବିଧବା ମହିଳା ଧନମତୀ ମାଝୀଙ୍କ ଜମିକୁ ଚଂଚକତା  କରି ହଡପ କରାଯାଇଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହି ରେଜଷ୍ଟେ୍ରସନ ବାତିଲ କରିବାକୁ ଧନମତୀଙ୍କ ପରିବାର ଓ ସ୍ଥାନୀୟ ଗ୍ରାମବାସୀ ଖଡିଆଳ ତହସିଲ ଅଫିସ ଆଗରେ ଅନିର୍ଦ୍ଧିଷ୍ଟ…

ରାମ୍ପିଲା ଭାଲୁ : ଯୁବକ ଗୁରୁତର

ନୂଆପଡ଼ା/ ଅମିତ ପୁରୋହିତ  :  ବୋଡେନ ବ୍ଲକର ନାଗପଡା ପଂଚାୟତ ଅଧୀନସ୍ଥ ଝରଣମାଲ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମାଝି (୩୦) ଅପରାହ୍ନରେ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଭିଏଲ୍ଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ମୃତ୍ୟୁ  ପ୍ରସଙ୍ଗ : କଂଗ୍ରେସର ୧୧ ଜଣିଆ ତଥ୍ୟ ଅନୁଧ୍ୟାନକାରୀ କମିଟି 

ଭୁବନେଶ୍ୱର(ଶାସକ ପ୍ରଶାସକ) – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତର ଭିଏଲ୍ଡବ୍ଲୁ ୰ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ  ମୃତ୍ୟୁ  ପ୍ରସଙ୍ଗକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ମାନନୀୟ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ୧୧ ଜଣିଆ ‘ତଥ୍ୟ ଅନୁଧ୍ୟାନକାରୀ କମିଟି’ ଗଠନ…

ଭିଏଲ୍ଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ମୃତ୍ୟୁର  ସିବିଆଇ ତଦନ୍ତ ହେଉ : କଂଗ୍ରେସ

ଭୁବନେଶ୍ୱର(ଗିରିଜା ଦାଶ) – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତର ଭିଏଲ୍ଡବ୍ଲୁ ୰ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ସନ୍ଦେହଜନକ  ମୃତ୍ୟୁ ପ୍ରସଙ୍ଗ ପୋଲିସ ଦ୍ୱାରା ସମ୍ଭବ ନୁହେଁ | କାରଣ ପ୍ରଭାବଶାଳୀ ବ୍ୟକ୍ତି ତଥା ଶାସକ ଦଳ ରାଜନେତାଙ୍କ ସମ୍ପୃକ୍ତି ସନ୍ଦେହ ଥିବା ଯୋଗୁ…

କୁନି ଓଠରେ ଖନି କଥା : ଲକ୍ଷ୍ମୀବତୀ ହେଉ ଜଗତ ଜିତା (PLS SEE VIDEO)

 ଘୁ. ଉଦୟଗିରି : ଛୋଟ ପିଲାଟିଏ | ହେଲେ ତା ଧିଶକ୍ତି ଓ ସ୍ମରଣଶକ୍ତି କିନ୍ତୁ ମାନିବାକୁ ପଡିବ | ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଏକ ଅଖ୍ୟାତ ପଲ୍ଲୀରେ ରହୁଥିବା ବଣମଲ୍ଲୀ ଏବେ ସମସ୍ତଙ୍କ ନଜରକୁ ଆକର୍ଷିତ କରିଛି |   କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ପିକରଡ଼ି ଗ୍ରାମ ପଂଚାୟତ ବ୍ରେକା…

କଦଳୀ ଗଡ ଗଜଲକ୍ଷ୍ମୀ ପୂଜା ରେ ଭକ୍ତଙ୍କ ପ୍ରବଳ ଭିଡ

ରେଢାଖୋଲ  ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ କଦଳୀଗଡ ରେ ମା ସାର୍ବଜନୀନ ଗଜଲକ୍ଷ୍ମୀପୂଜା ରେ ଦିନକୁ ଦିନ ପ୍ରବଳ ଭିଡ ହେଉଥିବା ଦେଖିବାକୁ ମିଳୁଛି I ଚଳିତ ବର୍ଷ ଏହି ପୂଜା ୪୮ ବର୍ଷରେ ପଦାର୍ପଣ କରିଛି Iପୂଜା ପାଇଁ କଦଳୀଗଡ ଅଞ୍ଚଳ…

ଘୁ.ଉଦୟଗିରି ଜୁଆ ଅଡ୍ଡା ଚଢ଼ାଉ ଘଟଣା ବିଳମ୍ବିତ ରାତିରେ ସାଧା ପୋଷାକ ଧାରି ପୁଲିସର ଲାଠି ମାଡ଼ (SEE Video)

ଅଭିଯୋଗ : ଜବତ ହେଲା ପାଖାପାଖି 30ଲକ୍ଷ ଟଙ୍କା ପୁଲିସ ଦେଖାଉଛି 99ହଜାର !!! -http://youtube.com/watch?v=ltJgFrZtetg କନ୍ଧମାଳ/ଗଗନ ପ୍ରଧାନ  : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ଠାରେ ଏକ ଅମାନବୀୟ ଘଟଣା ଦେଖି ବାକୁ ମିଳିଛି |  ଘୁ. ଉଦୟଗିରିର ସାଧା ପୋଷାକ ଧାରୀ ପୁଲିସ…

ଡୁଗୁଡି ପ୍ରାଥମିକ ବିଦ୍ୟାଳୟ ପୁନଃ କାର୍ଯ୍ୟକ୍ଷମ ପାଇଁ ଦାବି

ଘୁ.ଉଦୟଗିରି /ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର 1 ନମ୍ବର ୱାର୍ଡ.ଏହି ଠାରେ ରହିଥିଲା ଅତି ପୁରାତନ ପ୍ରାଥମିକ ବିଦ୍ୟାଳୟ.67 ବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟ ସବୁ ଠିକ ଠାକ ଚାଲି ଥିଲା । ସ୍ଥାନୀୟ ପିଲାମାନେ ମଧ୍ୟ ଶିକ୍ଷା ଅର୍ଜନ କରୁ ଥିଲେ ।…

ଧର୍ମଶାଳା ମହିଳା ପିଇଓଙ୍କ  ସନ୍ଦେହହଜନକ ମୃତ୍ୟୁ  ପ୍ରସଙ୍ଗ : ସରଜମିନ ତଦନ୍ତ କରିବ ଉଚ୍ଚସ୍ତରୀୟ ବିଜେପି ପ୍ରତିନିଧୀ…

 ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହହଜନକ ମୃତ୍ୟୁ ହୋଇଛି । ସରକାରୀ କାର୍ଯ୍ୟରେ ଯାଇଥିବା ସ୍ମିତାରାଣୀଙ୍କର ମୃତ ଦେହ ହରିଦାସପୁର ପଂଚାୟତ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସରୁ ବାହାରିଛି ।…

ବିଜେପୁରରେ ରାଜନୈତିକ ହିଂସା ପ୍ରସଙ୍ଗ : ବିଜେଡି ବିରୋଧରେ ବିଜେପି ଆଣିଲା ହତ୍ୟା ଅଭିଯୋଗ 

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ ଏହା ପୂର୍ବରୁ ଗତ ନିର୍ବାଚନ ଭଳି ବିଜେଡି ଗୁଣ୍ଡାମାନେ ନିର୍ବାଚନ ଜିତିବା ପାଇଁ ଲୋକମାନଙ୍କୁ ଭୟଭୀତ କରିବା ଆରମ୍ଭ କରିଛନ୍ତି । ଶାସକ ବିଜେଡି ସେଠାରେ ହିଂସା ଭିଆଇ ଭୋଟ ହାତେଇବା ପାଇଁ ଯୋଜନା କରିଛି । ଗତ ୨ ଦିନ ତଳେ…