ଝଲସିଲା ପବିତ୍ର ମା ତାରାତାରିଣୀ ପୀଠ
ବୁଗୁଡ଼ା (ଡ଼ଃ କୁମୁଦ ଚନ୍ଦ୍ର ବେହେରା): ଚୈତ୍ର ପର୍ବରେ ଝଲସିଲା ଗଂଜାମ ଜିଲ୍ଲାର ପବିତ୍ର ମା ତାରାତାରିଣୀ ପୀଠ | ଭକ୍ତମାନଙ୍କ ସମାଗମ ମଧ୍ୟ ପ୍ରବଳ ଥିଲା | ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ ପାଇଁ ପ୍ରଶାସନ ଓ ମନ୍ଦିର ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଥିଲା | ସୂଚନାଯୋଗ୍ୟ ଯେ ରାଜ୍ୟ…