ଗାଧୋଇବାକୁ ଯାଇ ଆଉ ଫେରିଲାନି ଅଙ୍ଗଦ
ଧର୍ମଗଡ଼ ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ସନ୍ଧିକୁଳିଆରୀ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା |ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଅଙ୍ଗଦ ବାଗଙ୍କ ଏକ ମାତ୍ର ୧୨ବୟସର ପୁତ୍ର ଯୋଗେନ୍ଦ୍ର ବାଗ ସ୍କୁଲ ଯିବା ପୂର୍ବରୁ ନିକଟସ୍ଥ କେନାଲକୁ ଗାଧେଇବା ପାଇଁ ଯାଇଥିଲେ…