ଥମିଗଲା ଜୀବନ ସଂଗୀତ, ବାହୁଡ଼ିଗଲେ ବାଚ୍ଚୁଦା
ଓଡିଆ ସିନେଜଗତର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ ହୃଦଘାତରେ ମୃତ
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଆ ଚଳଚ୍ଚିତ୍ର ଜଗତର ସଙ୍ଗୀତ ନିର୍ଦ୍ଦେଶକ ବାଚ୍ଚୁଦା ଆଉ ନାହାନ୍ତି । ମଧୁମେହ ରୋଗରେ ପୀଡିତ ହୋଇ ୬୪ ବର୍ଷ ବୟସରେ ଆଜି ଅପରାହ୍ନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।…