ସ୍ବାସ୍ଥ୍ୟ ବିଳାସ ଫାର୍ମାସୀ ପକ୍ଷରୁ ଭଗବାନ ଧନ୍ବନ୍ତରୀଙ୍କ ଜୟନ୍ତୀ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ସ୍ଥିତ ଓଡ଼ିଶାର ପ୍ରତିଷ୍ଠିତ ଆୟୁର୍ବେଦିକ ଔଷଧ ପ୍ରସ୍ଥତି ଅନୁଷ୍ଠାନ "ସ୍ବାସ୍ଥ୍ୟ ବିଳାସ ଫାର୍ମାସୀ" ପକ୍ଷରୁ ଭଗବାନ ଧନ୍ବନ୍ତରୀ ଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି ।
ଏହି ଅବସରରେ…