ପଂଚାୟତ ଉପନିର୍ବାଚନ ସ୍ଥଗିତ

0

ଭୁବନେଶ୍ୱର(ଶାସକ ପ୍ରଶାସକ):  ରାଜ୍ୟରେ କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ୨୪ ତାରିଖରେ ୨୦ ଟି ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା  ୨ଟି ଜିଲ୍ଲା ପରିଷଦ, ୬ଟି ସରପଞ୍ଚ, ୮ଟି ସମିତି ସଭ୍ୟ ଓ ୮୪ଟି ୱାର୍ଡମେମ୍ବର ପଦପାଇଁ ଉପନିର୍ବାଚନକୁ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି |

 

Leave A Reply

Your email address will not be published.