ଗାଁରେ ଆରମ୍ଭ ହେବ ସହରୀ ଢାଞ୍ଚା : ଏକାଧିକ ମହଲା ଘର ନିର୍ମାଣ ପାଇଁ ଅନୁମତି ଜରୁରୀ
ଭୁବନେଶ୍ୱର : ଆଗରୁ ସହରରେ ଘର କରିବା ପାଇଁ ଅନୁମତି ନେବାକୁ ପଡୁଥିଲା | ହେଲେ ଏଣିକି ଗାଁରେ ଘର କରିବାକୁ ହେଲେ ନେବାକୁ ପଡିବ ସରକାରଙ୍କ ଅନୁମତି | ଅବଶ୍ୟ ଏହି ନିୟମ ଲାଗୁ କରିଛନ୍ତି ସରକାର କେବଳ ଦୁଇ ବା ତତୋଧିକ ମହଲା ବିଶିଷ୍ଟ ଘର ନିର୍ମାଣ ପାଇଁ | ଦୁଇ ବା ତାଠାରୁ ଅଧିକ ଉଚା ଘର…