ଟ୍ରାନ୍ସ ଜେଣ୍ଡର (ଏଲଜିବିଟିଆଇ) ବ୍ୟକ୍ତି ସମୁହ ମାନଙ୍କର ଏକ କର୍ମଶାଳା
ରାୟଗଡ(ସରୋଜ ସାହୁ) ଟ୍ରାନ୍ସ ଜେଣ୍ଡର (ଏଲଜିବିଟିଆଇ) ବ୍ୟକ୍ତି ସମୁହ ମାନଙ୍କର ଏକ କର୍ମଶାଳା ଆଜି ସ୍ଥାନୀୟ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାଟି ଭୂବନେଶ୍ୱର ସ୍ଥିତ ବେସରକାରୀ ସଂସ୍ଥା (ସାଥୀ) ଓ ମା’ ମଝିଘରୀଆଣୀ ଆନୁକୁଲ୍ୟରେ…