(ଆଠମଲ୍ଲିକ/ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ପଞ୍ଚାୟତ ବେଲାଦୁଲା ଗ୍ରାମରେ ଥିବା ସରସ୍ଵତୀ ପୂଜା କମିଟି ତରଫରୁ ଲୋକଙ୍କୁ ସଚେତନ କରାଯାଉଛି । ମାଁ ମାଉଳୀ ଯୁବକ ସଂଘ ତରଫରୁ ଗାଁ କୁ ଅବାଧ୍ୟ ପ୍ରବେଶ କରିବାକୁ ଯୋଗିଥିବା ବେଳେ ଆଉ ଏକ ଗୋଷ୍ଠୀ ଯିଏ ଗାଁ କୁ କିଛି ଜରୁରୀ କିମ୍ବା ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଆସୁଛନ୍ତି ଅବା ବିକିବା ପାଇଁ ଆସୁଛନ୍ତି ତାଙ୍କୁ ସାବୁନ୍ ରେ ହାତ ଧୋଇ ଗ୍ରାମ କୁ ପ୍ରବେଶ କରିବା ପାଇଁ କହୁଛନ୍ତି । ତା ସହିତ ଆଜି ସରସ୍ଵତୀ ପୂଜା କମିଟି ତରଫରୁ ଗାଁ ର ସମସ୍ତ ପରିବାର ଙ୍କୁ ଗୋଟେ ଗୋଟେ ସାବୁନ୍ ଦେଇଛନ୍ତି ହାତ ଧୋଇବା ପାଇଁ ।
Sign in
Sign in
Recover your password.
A password will be e-mailed to you.