ଲକ୍ ଡାଉନ୍ କୁ ଫୁ, ପିଲା କିଣୁଛନ୍ତି ମଦ ପାଉଚ (Pls see the Video)
http://www.youtube.com/watch?v=XoIba-igCvk
ହରଭଙ୍ଗା / ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବନ୍ଧାପଥର୍ ପଞ୍ଚାୟତ ର ରାଣି ସାହି ରେ ଥିବା ଦେଶୀ ମଦ ଭାଟିରେ ଲୋକଙ୍କ ଭିଡ଼ ଜମିଛି । ଖାଲି ସେତିକି ନୁହେଁ ଛୋଟ ଛୋଟ ଛୁଆଙ୍କ ମଧ୍ୟ ଭିଡ ଦେଖିବାକୁ ମିଳୁଛି । ଗୋଟିଏ…