ଭୁବନେଶ୍ୱର (ଶାସକ ପ୍ରଶାସକ) ନିଜର ୪ମାସର ଦରମା ଆଉ ସାଂସଦ ହାତ ପାଣ୍ଠିରୁ ୨କୋଟି ତାଙ୍କ କରୋନା ମୁକାବିଲା ପାଇଁ ପ୍ରଦାନ କରିଛନ୍ତି ବିଜେଡି ରାଜ୍ୟ ସଭା ସାଂସଦ ଡ଼ ସସ୍ମିତ ପାତ୍ର | ରାଜ୍ୟସଭା ସାଂସଦ ଡ଼ଃ ପାତ୍ର ମାର୍ଚ୍ଚ ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତିନିମାସର ଦରମା ପ୍ରଦାନ କରିବା ସହ ତାଙ୍କ ସାଂସଦ ହାତ ପାଣ୍ଠିରୁ ୧କୋଟି ଟଙ୍କା କରୋନା ମୁକାବିଲାରେ ଖର୍ଚ୍ଚ କରିବା ପାଇଁ ନିଜ ଭାଗରେ ପଡିଥିବା ନୋଡାଲ ଜିଲ୍ଲା ମୟୁରଭଞ୍ଜ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିଲେ । ସେହିପରି ମାର୍ଚ୍ଚ ୩୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗୋଟିଏ ମାସର ଦରମା ସହ ନିଜ ସାଂସଦ ହାତ ପାଣ୍ଠିରୁ ଆଉ କୋଟିଏ ଟଙ୍କା ପ୍ରଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.