କରୋନା ବିରୋଧୀ ଲଢେଇ , ଏପ୍ରିଲ ୫ରେ ରବିବାର ରାତି ୯ଟା ବେଳେ ୯ ମିନିଟ : ପ୍ରଧାନମନ୍ତ୍ରୀ

New Delhi /Shasak Prashasak :କରୋନା ବିରୋଧୀ ଲଢେଇ : ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର | ଲୋକଙ୍କ ସହଯୋଗ ପାଇଁ ଜଣାଇଲେ କୃତଜ୍ଞତା | ଏ ଲଢେଇରେ ସମଗ୍ର ଦେଶ ଏକ, କେହି ଏକଲା ନୁହନ୍ତି | ଆମେ ସମସ୍ତେ ଏକାଠି କରୋନା ବିରୋଧରେ ଲଢେଇ କରୁଛେ | କରନା ବିରୋଧୀ…

ପୌରପରିଷଦ ଦେଉଛି ଭେଜ ବିରିୟାନୀ, ହେଲେ କୁକୁରଙ୍କୁ ରୁଚୁନି  

ଏତେ ଗୁଣାତ୍ମକ ଖାଦ୍ୟ ଯେ ଅଇଁଠା ପତ୍ର ଚାଟିଦେଉଥିବା ଭୋକିଲା ବୁଲା ପଶୁଖାଉ ନାହାନ୍ତି ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦ ପକ୍ଷରୁ ଆଜି ଏକ ଗାଡ଼ି ବାହାରି ସହରର ବିଭିନ୍ନ ସ୍ଥାନରେ ବୁଲା ପଶୁମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲା । ତେବେ ପୌରପରିଷଦର ଉକ୍ତ ରନ୍ଧା…

ପାରିବାରିକ କଳହ ଯୋଗୁ ଚାଲିଗଲା ଗୋଟିଏ ପରିବାରର ଚାରି ଜୀବନ

Sundargarh/ horachand deuria :ସୁନ୍ଦରଗଡ଼ ଜିଲ୍ଲା ସିମାବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲାର କୁର୍ଡେଗ ଥାନା ଅନ୍ତର୍ଗତ ମୁହାଡିହି ଗାଁରେ ଘଟିଛି ଏକ ଦୁଃଖଦ ଘଟଣା ଘଟିଛି। ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ପରିବାର ମଧ୍ୟରେ ମାରପିଟ୍‌ ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା…

ଘର ମୁହଁରେ ଦୀପ ଜାଳି ଶ୍ରୀରାମଙ୍କୁ ଆରାଧନା

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ- କରୋନା ଲକଡାଉନ ଯୋଗୁଁ ସମ୍ପୂର୍ଣ୍ଣ ଦେଶର ମନ୍ଦିର ଗୁଡ଼ିକରେ ପ୍ରତିବନ୍ଧ ଲାଗିଥିବା ବେଳେ ସୁନ୍ଦରଗଡ଼ ଡେଙ୍ଗୀଭାଡିର କିଛି କୁନିକୁନି ପିଲା ମାନେ ପାଳନ କରିଛନ୍ତି ନିଆଁରା ଢଙ୍ଗରେ ଶ୍ରୀରାମଙ୍କ ଜନ୍ମ ଉତ୍ସବ | ସେମାନେ ଘରର ଦ୍ଵାର ମୁହଁରେ ଦୀପ ଜାଳି…

ଜାଲରେ ଛନ୍ଦି ହୋଇ ଚାଲିଗଲା ଯୁବକଙ୍କ ପ୍ରାଣ

ନଦୀରେ ଜାଲ ସାହାଯ୍ୟରେ ମାଛ ଧରିବା ସମୟରେ ଅଘଟଣ ସୁନ୍ଦରଗଡ଼/ horachand deuria :-ଆଜି ଅପରାହ୍ଣ ପାଞ୍ଚ ଟା ସମୟରେ ସଦର ଥାନା ଅନ୍ତର୍ଗତ ଡାଇନି ଡ଼ିହି ଗ୍ରାମର ଆଦର୍ଶ ପ୍ରଧାନ (୨୦) ନିଜ ଗାଁ ପାଖ ଦେଇ ଯାଇଥିବା ଇବନଦୀ କୁ ଜାଲ ସାହାଯ୍ୟରେ ମାଛ ଧରିବା ପାଇଁ ଯାଇଥିଲା ସେହି ସମୟରେ ଜାଲଟି…

ଆଇନ ନମାନି ରାମନବମୀ ପାଳି ବନ୍ଧାହେଲେ

ବଲାଙ୍ଗୀର(ନିରୋଜ ମିଶ୍ର): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସଦାଇପାଲିଠାରେ ଶ୍ରୀରାମ ନବମୀ ପାଳନ କରିବାକୁ ପ୍ରଶାସନ ମନା କରିଥିଲା ବେଳେ ଏହାର ଅବମାନନା କରିବାରୁ ୭ଜଣଙ୍କୁ ଗିରଫ କରାଯିବା ସହ ସେଠାରେ ୧୪୪ ଧାରା ଲାଗୁ ହୋଇଥିବା ଜଣାଯାଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, ବଲାଙ୍ଗୀର ସଦର ଥାନା…

ପ୍ରଦିପ୍ତ ଦଳବେହେରାଙ୍କ ସହିତ ମିଶିଛନ୍ତି କି, ସାବଧାନ  !

 "ନିଜକୁ ହୋମ କ୍ଵାରେଣ୍ଟାଇନରେ ରଖିବା ସହ ନିଜକୁ ପଂଜିକୃତ କରନ୍ତୁ " ଭୁବନେଶ୍ୱର: ପ୍ରଦିପ୍ତ ଦଳବେହେରାଙ୍କ ସହିତ ମିଶିଛନ୍ତି କି ! ଯଦି କେହି ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ତେବେ ଆପେ ଆପେ ଆଇସୋଲେସନରେ ରୁହନ୍ତୁ |  ଏହାସହ ୧୦୪କୁ ଫୋନ କରି ପଂଜୀକରଣ କରନ୍ତୁ ବୋଲି ରାଜ୍ୟ ସରକାରଙ୍କ…

ପ୍ରମିଳା ଦେଲେ ତିନିମାସର ଦରମା ଓ ସଂସଦ ହାତ ପାଣ୍ଠିରୁ ଦୁଇ କୋଟି

 ଭୁବନେଶ୍ୱର /ଶାସକ ପ୍ରଶାସକ :- ସବୁ ବେଳେ ଚର୍ଚ୍ଚା ରେ ରହୁଥିବା ଆସ୍କା ସାଂସଦ ପ୍ରମିଳା ବିଶୋଇ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଦେଶରେ ଦେଖାଦେଇଥିବା କୋରୋନା ମହାମାରୀ ର ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ Ministry of Statistics and…

ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ: ଓଏଫଡିସିର କରତ କଳରେ ରଥକାଠ ଚିରା ଅନୁକୂଳ 

କଟକ(ଶାସକ ପ୍ରଶାସକ) ପବିତ୍ର ରାମନବମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ଚିରା ଅନୁକୂଳ ହୋଇଛି । କଟକ ଖପୁରିଆ ସ୍ଥିତ ଓଏଫଡିସିର କରତ କଳରେ ଏହି କାଠ ଚିରା ଅନୁକୂଳ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର  ପ୍ରତିନିଧି ଦଳ ଆଜ୍ଞାମାଳ ନେଇ ପହଞ୍ଚିବା ପରେ ପୂଜାର୍ଚନା କରାଯାଇ କାଠ  ଚିରା ଆରମ୍ଭ…

ଓଏଏସ ଅଫିସର ମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ  ମୁଣ୍ଡପିଛା ଦେବେ ୩୦୦୦ରୁ ୫୦୦୦ ଟଙ୍କା !

କୋଭିଡ୍-୧୯ ପାଇଁ ଓଡ଼ିଶା ପ୍ରଶାସନିକ ସେବା ସଂଘର ଦିନକର ଦରମା ପ୍ରଦାନ ଭୁବନେଶ୍ୱର : (ଶାସକ ପ୍ରଶାସକ): ରାଜ୍ୟରେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପ୍ରଶାସନିକ ସେବା ସଂଘ ତରଫରୁ ସମସ୍ତ ସଦସ୍ୟସଦସ୍ୟା ଦିନକର ଦରମା…