ଗଂଜେଇ ଚାଷ ପ୍ରସ୍ତାବ :  ସରକାରଙ୍କ ବ୍ୟାକ ଗିୟର

ଅବକାରୀ ବିଭାଗର ପ୍ରସ୍ତାବକୁ ଖାରଜ କଲା ଆଇନ ବିଭାଗ  ଭୁବନେଶ୍ୱର (ଶାସକ ପ୍ରଶାସକ) ସବୁଜ ସଂକେତ ପାଇଁ ଆପାତତଃ ଅବକାରୀ ବିଭାଗ ଅଂଟା ଭିଡ଼ିଥିଲା ଗଂଜେଇ ଚାଷ ପାଇଁ ଅନୁମତି ଦେବାକୁ | ଆଉ ଆଜି ଡାକିଥିଲା ବୈଠକ | ହେଲେ ଦୁଇଦିନ ଧରି ଯେଉଁଭଳି ଭାବେ ସରକାରଙ୍କୁ ସମାଲୋଚନା ସୋସିଆଲ ମିଡିଆରେ ଓ…

ଅସୁରେଶ୍ୱର ଗୋରକ୍ଷଣି ପାଳିବ ପ୍ଲାଟିନମ୍‍ ଜୁବ୍‍ଲି 

ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ ଭୁବନେଶ୍ୱର, (ଶାସକ ପ୍ରଶାସକ): ଅସୁରେଶ୍ୱରସ୍ଥିତ ଗୋରକ୍ଷଣିର ପ୍ଲାଟିନମ୍‍ ଜୁବ୍‍ଲି ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି । ରାଜ୍ୟର ସର୍ବପୁରାତନ ଏହି ଗୋରକ୍ଷଣି ସଂସ୍ଥା ନିରବଚ୍ଛିନ୍ନ ଭାବେ ୭୫…

ଇଏ ତ ପୁରାପୁରି 5-ଟି :ହାତୀ ଫସଲ ନଷ୍ଟ କରିବାର 310 ଦିନ ପରେ ବି ଚାଷୀଙ୍କୁ ମିଳିନି କ୍ଷତିପୁରଣ

ବଲାଙ୍ଗୀର: (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ପାଟଣାଗଡ଼ ବ୍ଲକ ବାଙ୍କୀବାହାଲ ଗ୍ରାମରେ  ହାତୀପଲ ନଷ୍ଟ କରିଥିବା ର  ୩୧୦ ଦିନ ବିତିଯାଇଥିଲେ ମଧ୍ଯ ସହୟତା ରାଶି ପାଇ ନାହାଁନ୍ତି ଚାଷୀ। ସୂଚନା ଥାଉକି ଯେ,  ତା ୦୮/୦୧/୨୦୧୯ ମଙ୍ଗଳବାର ରାତ୍ରିରେ ଗୋଟିଏ ବଣୁଆ ହାତୀ ପଲ ଆସି…

ଟ୍ରେନରେ  କଟି ବାଳିକା ମ୍ରୁତ

ରେଢାଖୋଲ (ଶାସକ ପ୍ରଶାସକ ):ରେଢାଖୋଲ ଥାନା ଲୁହାପଙ୍କ ଟ୍ରେନଲାଇନରୁ ଜଣେ ନାବାଳିକାର ମ୍ରୁତ ଦେହ ଉଦ୍ଧାର ହୋଇଛି I ନାବାଳିକା ଜଣକ ହେଲେ ଲୁହାପଙ୍କ ପଞ୍ଚାୟତର ବୁଢିପାଣି ଗ୍ରାମର ଜନେତ୍ ଦେହୁରୀଙ୍କ ଝୀଅ ପଦ୍ମିନୀ ଦେହୁରୀ(୧୭) I ପଦ୍ମିନୀ ର ମ୍ରୁତ ଦେହ କୁ ଗ୍ରାମବାସୀ ମାନେ ଉଦ୍ଧାର…

ଏମପିସି କନିଷ୍ଟ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମେରୀ ରାୟ ନୀତି : ଜିଲ୍ଲାପାଳଙ୍କ ନିକଟରେ ଫେରାଦ ଦେଲେ ଛାତ୍ରଛାତ୍ରୀ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଖ୍ୟମନ୍ତ୍ରୀ ନବୀନ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଶିକ୍ଷା ଅନୁଷ୍ଠାନ  କର୍ତ୍ତୃପକ୍ଷଙ୍କ ମେରୀ ରାୟ ନୀତି ଶିକ୍ଷା ବ୍ୟବସ୍ଥାକୁ ପଙ୍ଗୁ କରାଇବାରେ ଲାଗିଛନ୍ତି । ଶିକ୍ଷା ବ୍ୟବସ୍ଥାରେ ବ୍ୟବସାୟ…

ନୂଆଗଡ ବ୍ଳକର ସମ୍ବଲପୁର ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ ବ୍ଳକର ସମ୍ବଲପୁର ଗ୍ରାମ ପଞ୍ଚାୟତରେ ଜଣ ସାଧାରଣଙ୍କ ନିମନ୍ତେ ଯୁଗ୍ମ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।      ଯୁଗ୍ମ ଜନ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ସମେତ ଜିଲ୍ଲା ଆରକ୍ଷୀ…

କୋମଣ୍ଡ ଶ୍ରୀପଲିଟେକ୍ନିକରେ ଛାତ୍ର ଉତ୍ତେଜନା 

ବାୟୋମେଟ୍ରିକ ପ୍ରଣାଳୀ ବ୍ୟବହାର,୫୦% କମ ଉପସ୍ଥାନ ୩୭୩ ବିଦ୍ୟାର୍ଥୀ ପରୀକ୍ଷା ଦେବାରୁ ବଂଚିତ !  ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଠାରେ ଥିବା ଘରୋଇ ପଲିଟେକ୍ନିକ ଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ ପ୍ରଣାଳୀ ବ୍ୟବହାର ଯୋଗୁଁ ୫୦% କମ୍ ଉପସ୍ଥାନ କାରଣରୁ ୩୭୩…

ରାୟଗଡରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ

ରାୟଗଡ(ସରୋଜ ସାହୁ) : ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ସଚେତନତା ରଥକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ…

ଜମନକିରା ଜନଶୁଣାଣିରେ ଜିଲାପାଳଙ୍କୁ ଘେରିଲେ ଚାଷୀ

ସୁପାରିଶ କରିଥିବା କଥା କହିବା ପରେ ଆନ୍ଦୋଳନରୁ ଓହରିଲେ ଚାଷୀ ଜମନକିରା (ଲିପନ ନାଏକ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଚାଷୀମାନେ ଗତ ୨୦୧୮-୧୯ ମସିହାରେ ଭୟାବହ ମରୁଡ଼ିର ଶିକାର ହୋଇଥିବାବେଳେ ଚାଷୀ ମାନେ ବୀମା ରାଶି ପାଇବାପାଇଁ ହକଦାର ହୋଇଥିଲେ l ଉକ୍ତ ବୀମା ରାଶି ଗତ ୨୦୧୯ ମସିହା…

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଓ ବିଜ୍ଞାନ ମେଳା ଉଦ୍ଘାଟିତ

ରାୟଗଡା(ସରୋଜ ସାହୁ) –  ସିରିଗୁଡା ସ୍ଥିତ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍୍ଗିଫୁଲ ଓ ବିଜ୍ଞାନ ମେଳା ଉଦ୍ଘାଟିତ ହୋଇଯାଇଅଛି । ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ମାନେ…