ଦୁର୍ଗମ ଇଲାକାରେ ଜିଲ୍ଲାପାଳ ଶୁଭମ ସକସେନା

ବାଇକରେ ବୁଲିଲେ , ପାଦରେ ଚାଲିଚାଲି ଗଲେ  ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ଜିଲ୍ଲାର ଜଙ୍ଗଲି ଦୁର୍ଗମ ଓ ମାଓଉପଦ୍ରୁତ ଅଞ୍ଚଳ ଗ୍ରସ୍ତ କରିଛନ୍ତି I ଏହି ଦୁର୍ଗମ ଅଞ୍ଚଳରେ ଯାନବାହନ ଚଳାଚଳ ପାଇଁ ରାସ୍ତା ନଥିବାରୁ ବିଭିନ୍ନ…

ସାବାସ ଅମ୍ବିକା ପ୍ରସାଦ : ସାଧୁ ଉଦ୍ୟମ 

ବିଭିନ୍ନ ସ୍ଥାନ ବୁଲି ମହିଳାଙ୍କୁ ଆତ୍ମ ସୁରକ୍ଷା କୌଶଳ ଶିଖାଉଛନ୍ତି  ଗଞ୍ଜାମ୍ ଜିଲ୍ଲାର  ଅମ୍ବିକା  କୁନାଗଡ (ଆଦିତ୍ୟ ମହାନ୍ତି)ପ୍ରତିଦିନ  ଭାରତ ରେ ଦୁଷ୍କର୍ମ ବ୍ୟଭିଚାର ଖବର ବଢୁଥିବା ବେଳେ ଗଞ୍ଜାମ ଜିଲାର ବ୍ରହ୍ମପୁର ସହରର ଅମ୍ବିକା ପ୍ରସାଦ ଦାଶ ନାରୀ  ମାନେ ନିଜେ ନିଜକୁ କିପରି…

ଯୁଧିଷ୍ଠିର ପୁର ସ୍କୁଲରେ ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶିକ୍ଷା  ବ୍ଲକ ର ମୃୁଷୁଣ୍ଡୀ ପଞ୍ଚାୟତ ଅନ୍ତର୍ଗତ ଯୁଧିଷ୍ଠିର ପୁର (ପାଇଁ ପୁର ) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଦ୍ବିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ସୋନପୁର…

୩ ଟି ଦୃର୍ଘଟଣା : ୪ଗୁରୁତର,୭ ଆହତ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ମଙ୍ଗଳ ବାର  ସନ୍ଧ୍ୟାରେ  ଘଟିଛି ପୃଥକ ପୃଥକ ୩ ଗୋଟି  ଦୁର୍ଘଟଣା  | ଆଉ ସେଥିରେ  ଜଣେ ମହିଳା ଏବଂ ୨ ନାବାଳକ ସହିତ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିବା ଜଣାଯାଇଛି ।  ସନ୍ଧ୍ୟା ୭ଟାରୁ ୮ମଧ୍ୟରେ ଓଡ଼ଗାଁ ଥାନାର ବିଭିନ୍ନ ସ୍ଥାନରେ ଧାରାବାହିକ…

ରେଡକ୍ରସ  ଓ ଲେପ୍ରା ମହାନଦୀ ଚକ୍ଷୁ ଚିକିତ୍ସାଳୟ ମାଗଣା ଚକ୍ଷୁ ପରୀକ୍ଷା ଶିବିର 

(ଆଠମଲ୍ଲିକ /ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ ମାଧପୁର ସତ୍ୟବାଦୀ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ମାଧପୁର ଯୁବ ରେଡକ୍ରସ ବାହିନୀ ଓ ଲେପ୍ରା ମହାନଦୀ ଚକ୍ଷୁ ଚିକିତ୍ସାଳୟ ପଣ୍ଡାପାଲି, ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି I…

ମାଁ ପନ୍ଥେଇଙ୍କ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

(ଆଠମଲ୍ଲିକ/ସନ୍ତୋଷ ମେହେର): ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ  କୁଶବଣିଆ ମାଁପନ୍ଥେଇଙ୍କ ପୀଠରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁଥିବା ଅଷ୍ଟପ୍ରହରୀ ନାମ ଯଜ୍ଞର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ନିଷ୍ପତି ଅନୁସାରେ ଚଳିତ ବର୍ଷ ଅନୁଷ୍ଠିତ ନାମଯଜ୍ଞରେ ମାର୍ଗ ଦର୍ଶକ ଭାବରେ…

ବିଜୁଳି ବିଲ : ୨୫ ହଜାର ଟଙ୍କାରୁ ଉର୍ଧ୍ଵ  ବାକିଆ ପଡିଥିବା ଉପଭୋକ୍ତାମାନଙ୍କୁ ନୋଟିସ ଦିଆଯାଉ-କ୍ୟାପଟେନ ମିଶ୍ର  

ଶକ୍ତି ବିଭାଗର ୫"ଟି' ସଂପର୍କିତ ସମୀକ୍ଷା ବୈଠକ ଭୁବନେଶ୍ୱର, (ଶାସକ ପ୍ରଶାସକ):  ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା…

ଭାଲୁଖାଇ ଗାଁରେ  ଭାଲୁ ଆକ୍ରମଣ : ବୃଦ୍ଧ ଗୁରୁତର

ବଲାଙ୍ଗିର: (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )-ବେଲପଡା ଥାନା ସରମୁହାଣ ଗ୍ରାପ ଅନ୍ତର୍ଗତ ଭାଲୁଖାଇଗ୍ରାମରେ ଭାଲୁ  ଆକ୍ରମଣରେ ଜଣେ ବୃଦ୍ଧ ଟଙ୍କଧର ସାହୁ (୬୦) ଗୁରୁତର ହୋଇଛନ୍ତି । ନିଜ କପା କିଆରିରେ ଦିନ ୧୨ଟା ସମୟରେ ଟଙ୍କ କପା ତୋଲୁଥିବା ସମୟରେ ଏକ ଭାଲୁ ବାହାରି ଆକ୍ରମଣ…

ମର୍ମନ୍ତୁଦ ସଡକ  ଦୁର୍ଘଟଣା -୧ମୃତ ୧ ଗୁରୁତର: କ୍ଷତିପୁରଣ ଦାବୀରେ ରାସ୍ତାରୋକ

ତହସିଲଦାର /ଏବିଡିଓ ବେଲପଡାଙ୍କ ହସ୍ତେକ୍ଷପ ପରେ ରାସ୍ତାରୋକ ହଟିଲା ଠିକାଦାରଙ୍କ ମନମାନୀ ଯୋଗୁ ଚାଲିଗଲା ନିରୀହ ଜୀବନ । ବଲାଙ୍ଗିର: (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସୋମବାର ବିଳମ୍ବିତ ରାତ୍ରୀରେ ଯୁବାଗ୍ରାମର ଭରଦ୍ୱାଜ ଆଶ୍ରମ ନିକଟ…

ବ୍ୟସ୍ତ ଜୀବନ ଭିତରୁ ଫର୍ଚ୍ଚାରେ କେତୋଟି ମୁହୂର୍ତ୍ତ 

 ପ୍ରେସ ୟୁନିୟନ ରାୟଗଡ ଓ ଉତ୍କଳ ସମ୍ବାଦିକ ସଙ୍ଘ ରାୟଗଡ ଶାଖା ପକ୍ଷରୁ ବଣଭୋଜି ଆଉ ବନ୍ଧୁ ମିଳନ  ରାୟଗଡ(ସରୋଜ ସାହୁ) :  ସ୍ଥାନୀୟ ସଙ୍କେଶ ମନ୍ଦିର ନିକଟସ୍ଥ ସୌନ୍ଦର୍ଯ୍ୟ ପୂର୍ଣ୍ଣ ପ୍ରାକୃତିକ ପରିବେଶରେ ଥିବା ବଣଭୋଜି କରାଯାଉଥିବା ସ୍ଥାନରେ ପ୍ରେସ ୟୁନିୟନ ରାୟଗଡ ଓ ଉତ୍କଳ ସାମ୍ବାଦିକ…