ଖଇରଭାଡ଼ିର ସହଦେବ ଦାସ ଦୀର୍ଘ ୩୦ବର୍ଷରୁ ଆବାସ ଯୋଜନାରୁ ବଞ୍ଚିତ।
ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ସହର ସହ ଜିଲ୍ଲା ଗୁଡିକରେ ଉଭୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକ ମଧ୍ୟରୁ ଆଭାସ ଯୋଜନା ଅନ୍ୟତମ ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଶ୍ରେଣୀର ପ୍ରକୃତ ହିତାଧିକାରୀ ଙ୍କ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବଲାଙ୍ଗୀର ପୁଇଁତଲା ବ୍ଲକ…