“ବିନା ଗ୍ରାମସଭାରେ ସରକାରୀ ଜମିକୁ ରାମକୋ କେମିତି  ଜବରଦଖଲ କଲା ?”

ରାମକୋର ଶହ ଶହ ଏକର ଜବର ଦଖଲ ଜମିକୁ ଆଇନ ସମ୍ମତ କରିବା ପାଇଁ ସ୍ମିତାରାଣୀକୁ କରାଯାଇଛି  ହତ୍ୟା କେବଳ ସିବିଆଇ ତଦନ୍ତ ହେଲେ ସ୍ମିତାରାଣୀକୁ ନ୍ୟାୟ ମିଳିପାରିବ :ବିଜେପି ଭୁବନେଶ୍ୱର,(ଶାସକ ପ୍ରଶାସକ): ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୪ଟି ଂଚାୟତ- ଧର୍ମଶାଳା, ହରିଦାସପୁର,…

ମୁଖ୍ୟମନ୍ତ୍ରୀ ଓଡିଶାରେ ଜାତୀୟ ନାଗରିକ ପଂଜିକାକୁ ଲାଗୁ ନକରିବା ପାଇଁ କହିବା ପଛର ରହସ୍ୟ କଣ ?

ଓଡିଶାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି କି : ଖାରବେଳ  ଭୁବନେଶ୍ୱର(ଶାସକ ପ୍ରଶାସକ): ଭାରତବର୍ଷର ଅନେକ ବିଦେଶୀ ରହିଛନ୍ତି । ଭାରତରେ ବାହର ଲୋକ କିଏ ସେମାନଙ୍କୁ ଚିହ୍ନିବାର କୌଣସି ବ୍ୟବସ୍ଥା ନାହିଁ । ରାଷ୍ଟ୍ର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜାତୀୟ…

ଜିଲ୍ଲା ନିର୍ମାଣ ଶ୍ରମିକ ମହାସଙ୍ଘ ତରଫରୁ ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଦେଲେ ୧୦ ଦଫା ସମ୍ବଳିତ ଦାବିପତ୍ର, ପୁରାଣ ନହେଲେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଅଚଳ କରିବାକୁ ଚେତାବନୀ  ରାୟଗଡ(ସରୋଜ ସାହୁ): ବୁଧବାର ଦିନ ରାୟଗଡ ଜିଲ୍ଲା ନିର୍ମାଣ ଶ୍ରମିକ ମହାସଙ୍ଘ ଦ୍ୱାରା ୧୦ ଦଫା ଦାବୀ ନେଇ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ଓ ସେମାନଙ୍କ କର୍ମକର୍ତା…

ଚାଷୀର ଦୁଖ ବୁଝିବ କିଏ, ସରକାର ନା ଆଉ କିଏ।

ଜାମସେଠ/ରାଜେନ୍ଦ୍ର କୁମାର ପ୍ରଧାନ:- ଆଞ୍ଚଳିକ କୃଷକ ମହାସଂଘ ମାଣ୍ଡୋସିଲ ର ଚାଷୀ ମାନଙ୍କୁ ନେଇ ଜାମସେଠ ଆର ଆଇ ଅଫିସ ସମନାରେ ଧାନ କାର୍ଡ ସମସ୍ୟା ନେଇ ଆଜି ସକାଲ୧୦ଟା ରୁ ଚାଷୀମାନେ ଧାରଣାରେ ବସିଛନ୍ତି। ଜାମସେଠ ସୋସାଇଟି ଅଧିନରେ ଧାନ ବିକ୍ରୟ ପାଇଁ କରାଯାଇଥିବା ଧାନ କାର୍ଡ ସମସ୍ତ କାଗଜ…

୨୦୧୯-୨୦ ଖରିଫ ଧାନ ସଂଗ୍ରହ: ଆଜି ସୁଦ୍ଧା ୧୪୧୫୪୦ ଚାଷୀଙ୍କଠାରୁ ୯୬୧୧୦୨୪ କ୍ୱିଣ୍ଟାଲ୍ ଧାନ ସଂଗ୍ରହ

ଗତ ବର୍ଷ ଆଜି ଦିନ ତୁଳନାରେ ୪୩ ପ୍ରତିଶତ ଅଧିକ  ଧାନ ସଂଗ୍ରହ ଭୁବନେଶ୍ୱର, (ଶାସକ ପ୍ରଶାସକ) :ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୯-୨୦ ବର୍ଷ ନିମନ୍ତେ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ୧ ଲକ୍ଷ ୪୧ ହଜାର ୫୪୦ ଜଣ ଚାଷୀ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ଜରିଆରେ ମୋଟ ୯୬ ଲକ୍ଷ ୧୧…

ନିତ୍ୟାନନ୍ଦ ପାଠାଗାରର ଷଷ୍ଠ ବାର୍ଷିକୀ ମହୋତ୍ସବ-୨୦୧୯  ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଶ୍ରୀକରଣ ସାହି ସ୍ଥିତ ରାଧା ମୋହନ ମନ୍ଦିର ପ୍ରାଙ୍ଗଣରେ ନିତ୍ୟାନନ୍ଦ ପାଠାଗାରର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପାଠାଗାରର ସଭାପତି ଗୌରହରି ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର…

ସ୍ୱାଭିମାନ ଅଂଚଳରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓ ଉନ୍ନୟନ କମିଶନର

ଶିକ୍ଷକ ଆବାସିକ ଭବନ ଓ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ଭୁବନେଶ୍ୱର(ଶାସକ ପ୍ରଶାସକ):ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ଚିତ୍ରକୋଣ୍ଡା ବ୍ଳକ୍ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟରତ ଶିକ୍ଷକ ଓ…

୫- ଟି ଖଣ୍ଡା ବୁଲିଲା : ପଞ୍ଚାୟତ ନିର୍ବାହି ଅଧିକାରୀଙ୍କ ଚାକିରୀ ଗଲା

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ଆଉ ଜଣଙ୍କ ଉପରେ ୫ଟି ଖଣ୍ଡା ବୁଲିଛି |୫ ଟି ମାପଦଣ୍ଡରେ  ଚାକିରୀ ଯାଇଛି ଜଣେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ | ବହିସ୍କୃତ ହୋଇଥିବା ପିଇଓ ହେଲେ  ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ଓ ଶିଆଳିଘାଟି ପଞ୍ଚାୟତ ଦ୍ୱୈତ ଦାୟିତ୍ୱରେ ଥିବା…

 ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଜଳ ପ୍ରକଳ୍ପ ଲୋକାର୍ପିତ

 ଘୁ.ଉଦୟଗିରି/ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଂଗିଆ ଗ୍ରାମପଞ୍ଚାୟତରେ 75.71ଲକ୍ଷ ଏବଂ ମାଲିକାପରି ଗ୍ରାମପଞ୍ଚାୟତରେ 87.30ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିଛନ୍ତି ପଞ୍ଚାୟତରାଜ ଓ ପାନୀୟ ଜଳ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ…