କୁକୁଡାବହାଳୀ ଉଚ୍ଚ ବିଦ୍ୟାଳୟ ରେ ବନ୍ଧୁ ମିଳନ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଳୀ ର ସନ୍ଥ କବି ଭୀମଭୋଇ ଉଚ୍ଚ ବିଦ୍ୟାଳୟ ର ୨୦୧୦ ମସିହାର ଛାତ୍ରଛାତ୍ରୀ ଏବଂ ସ୍କୁଲର ସ୍ଥାୟୀ ଶିକ୍ଷକ ଓ ପୂରାତନ ଶିକ୍ଷକ ଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ…