ଦୁଃଖ ଆଣିଦେଲା ବଣଭୋଜି : ସଡ଼କ ଦୁର୍ଘଟଣାରେ ୧ମୃତ୍ୟୁ ୨ଗୁରୁତର

(ଆଠମଲ୍ଲିକ/ସନ୍ତୋଷ ମେହେର): ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରମୁଣ୍ଡା ପଂଚାୟତ ତାଳମଳିହା ଗ୍ରାମର ଯୁବକ ଚିତ୍ତରଞ୍ଜନ ସାହୁ(୨୨)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ,ଅନ୍ୟ ଦୁଇ ଜଣ ବିକାଶ ସାହୁ ଏବଂ ସୁଜିତ ପ୍ରଧାନ ଗୁରୁତର ଅଛନ୍ତି I ସୂଚନା ମୁତାବକ ମାଧପୁର ନିକଟସ୍ଥ ମନଜୋର…

ଜାତୀୟ ସମ୍ମାନ-ପ୍ରାପ୍ତ ନିରଞ୍ଜନଙ୍କୁ ଜିଲ୍ଲାପାଳ କଲେ ସମ୍ବର୍ଦ୍ଧିତ

http://www.youtube.com/watch?v=fnJ5YuFKGsY ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ନିଜର ଉତ୍କୃଷ୍ଟ ସେବା କାର୍ଯ୍ୟ ପାଇଁ ଜାତୀୟ ସମ୍ମାନ ପାଇଥିବା ଭିନ୍ନକ୍ଷମ ବ୍ୟକ୍ତି ନିରଞ୍ଜନ ବେହେରାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ସମ୍ବର୍ଦ୍ଧନା ଜ୍ଞାପନ…

ରାୟଗଡ ବ୍ଳକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :    ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଲୋବା ପଞ୍ଚାୟତର ଲୋବା ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ…

ଗାୟତ୍ରୀ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ :ବିଫଳତା ସଫଳତାର ଚାବିକାଠି

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) /: ଗାୟତ୍ରୀ ବିଦ୍ୟା ମନ୍ଦିର ମଶାବାରୀରେ ୩ଦିନ ଧରି ଚାଲିଥିବା ବାର୍ଷିକ କ୍ରିଡ଼ା ମଙ୍ଗଳ ବାର ଦିନ ଉଦଯାପିତ ହୋଇଯାଇଛି । ଅଧିକ୍ଷ ବିରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଯାପନୀ  ସଭାରେ ପନ୍ତିଖାରୀ ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ…

“ଗରିବ ଚାଷୀଙ୍କ ପେଟ କୁ ଲାତ ମାରୁଛି  ପେକ୍ସ”

ଆମ୍ ଆଦମି ପାର୍ଟି ର ଅଭିଯୋଗ : ପେକ୍ସରେ ୧୦ କେଜି କଟାଯାଉଛି ଧାନ। ବଲାଙ୍ଗୀର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ) ଦେଓଗାଁ ବ୍ଲକ ଉପରଝର ଓ ମହଲେଇ ପେକ୍ସରେ ଚାଷୀ ଙ୍କ ଠାରୁ  କଟନୀ ଛଟନୀ ର ଅଭିଯୋଗ ହୋଇଛି । ଏହି ପେକ୍ସରେ ଚାଷିମାନଙ୍କୁ ବାରମ୍ବାର ହଇରାଣ ଓ କୁଇଣ୍ଟାଲ ପିଛା ୧୦…

ଆଇନ ଲଢେଇରେ ହାରିଥିଲେ, ଶେଷରେ ମୃତ୍ୟୁ ଆଗରେ ବି ହାରିଗଲେ ପୁରୁଷୋତ୍ତମ 

  ଶାସକ ପ୍ରଶାସକ (ଗୁଣପୁର) - ରାୟଗଡା ଜିଲ୍ଲା ପରିଷଦ ସଭାପତି ଡ଼ଃ,ପୁରୁଷୋତ୍ତମ ଗମାଙ୍ଗ ଙ୍କ ସଡକ ଦୁର୍ଘଟଣାରେ ପରଲୋକ ହୋଇଯାଇଛି।ଗତକାଲି ଡ଼ଃ. ଗମାଙ୍ଗ ସାଂସଦ ସପ୍ତଗିରୀ ଉଲ୍ଲକା ଙ୍କ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭୋଜିରେ ଯୋଗଦେଇ ରାୟଗଡା ଠାରୁ ଗୁଣପୁର ଫେରୁଥିବା ରାସ୍ତାର ରାମନାଗୁଡା…

ମହିଳାଙ୍କ ପ୍ରତି ସମସ୍ତ ପ୍ରକାର ହିଂସା ବନ୍ଦ ପାଇଁ ଜିଲ୍ଲାସ୍ତରୀୟ ସମ୍ମିଳନୀ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ସ୍ଥିତ ସରକାରୀ ହାଇସ୍କୁଲ ପଡିଆ ଠାରେ ଅଲିଭା ମହାସଂଘ ଓ ମହିଳା ବିକାଶ ପ୍ରତିଷ୍ଠାନ (ଆଇଡ଼ବ୍ଲ୍ୟୁଡି) ର ମିଳିତ ସହଯୋଗରେ ଏବଂ ଦି ହଙ୍ଗର ପ୍ରୋଜେକ୍ଟ ସହାୟତାରେ ମହିଳାଙ୍କ ପ୍ରତି ସମସ୍ତ ହିଂସା ବନ୍ଦ ପାଇଁ ଏକ…

୨୬ତମ ରଘୁନାଥ କ୍ରିକେଟ ଟ୍ରଫି :୩ୟ ଦିନ ମ୍ୟାଚ୍,  ରାବିକୁ ହରାଇ ଆଙ୍ଗିସିଙ୍ଗି ବିଜୟୀ

ଓଡ଼ଗାଁ, ଶ୍ରୀକାନ୍ତ ମିଶ୍ର : ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମରେ  ଆୟୋଜିତ ୨୬ତମ ରଘୁନାଥ କ୍ରିକେଟ ଟ୍ରଫିି ୨୦୧୯/୨୦ର ୩ୟ ଦିନର ମ୍ୟାଚ୍ ରାବି ଓଡ଼ଗାଁକୁ ହରାଇ ଆଙ୍ଗିସିଙ୍ଗି ବିଜୟୀ ହୋଇଛି । ଟସ୍ ଜିତି ଆଙ୍ଗିସିଙ୍ଗି ପ୍ରଥମେ ବ୍ୟାଟିଙ୍ଗ୍ କରି…

ଗଡ଼ିଲା ଦେଶର ପ୍ରଥମ ଦୂରଗାମୀ ସିଏନଜି ବସ, ଦିଲ୍ଲୀ ଟୁ ଡେରାଡୁନ 

ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ "ସ୍ୱଚ୍ଛ ଇନ୍ଧନ ଦିଗରେ ବଡ ପଦକ୍ଷେପ"    ଖୁବ ଶୀଘ୍ର ଦିଲ୍ଲୀରୁ ଜୟପୁର, ଚଣ୍ଡିଗଡ ଏବଂ ଆଗ୍ରାରେ ଗଡିବ ଏଭଳି ବସ୍  ଆଗାମୀ ପିଢିଙ୍କ ଜୀବନଶୈଳି ପରିବର୍ତନ କରିବାରେ ଭାରତ ସରକାରଙ୍କ ବଡ ପଦକ୍ଷେପ  ସିଏନଜି ଗ୍ୟାସ ଶସ୍ତା,…

ଆରମ୍ଭ ହେଲା ନୟାଗଡ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା 2019

ନୟାଗଡ଼ (ବିଶ୍ୱଜିତ ନାୟକ) :- ନୟାଗଡ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା 2019  ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜି ସନ୍ଧ୍ୟା 6.30 ମିନିଟ ସମୟରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କର ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…