ଅବସରପ୍ରାପ୍ତ ଫରେଷ୍ଟର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ଏକ ମାସର ପେନସନ

0

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ- ମହାମାରି କରୋନା ପାଇଁ ସମଗ୍ର ଦେଶକୁ ସୁରକ୍ଷା ଯୋଗାଇ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିକୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସାଳଡ ଗ୍ରାମର ଅବସର ପ୍ରାପ୍ତ ଫରେଷ୍ଟର ବୈଦ୍ୟନାଥ ମିଶ୍ର ତାଙ୍କର ଏକ ମାସର ପେନସନ 15000(ପନ୍ଦର ହଜାର ଟଙ୍କା ) ରେଙ୍ଗାଲି ତହସିଲଦାର ସୁନୀଲ କୁମାର ମେହେରଙ୍କ ଜରିଆରେ ଚେକ୍ ମାଧ୍ୟମରେ ଦାନ କରିଛନ୍ତି । ଏବଂ ଅନ୍ୟ ମାନଙ୍କୁ ମଧ୍ୟ ଦାନ ଦେବା ପାଇଁ ଅନୁରୋଧ କରିଛନ୍ତି ।

 

Leave A Reply

Your email address will not be published.