ସିନାପାଲିରେ ୯ ଦାଦନ ଶ୍ରମିକ ସହ ୩ ଶିଶୁ ଉଦ୍ଧାର
ସିନାପାଲି ରୁ ନିରାକାର ମେହେରଙ୍କ ରିପୋର୍ଟ: -ନୂଆପଡା ଜିଲ୍ଲା ସିନାପାଲି ଥାନା ସଦର ଯୁଗେନପଦର ଛକ୍ ଠାରୁ ୯ ଜଣ ଦାଦନ ଶ୍ରମିକ ସହ ୩ ଶିଶୁ ଙ୍କୁ ସିନାପାଲି ପୋଲିସ ଉଦ୍ଧାର କରିଛି। ସିନାପାଲି ପୋଲିସ ଙ୍କ ସୁଚନା ଅନୁସାରେ ବିଶେଷ ସୁତ୍ର ରୁ ଖବର ପାଇଁ ସିନାପାଲି ଥାନା ଅଧିକାରୀ ଜୈତିରଂଜନ…