ପୂର୍ବତନ ବିଧାୟକ ବାଂଟିଲେ ମାସ୍କ ଓ ଶୁଖିଲା ଖାଦ୍ୟ
ମେଲଛାମୁଣ୍ଡା (ମନୋଜ ଭୋଇ )-ବରଗଡ ଜିଲ୍ଳା ମେଲଛାମୁଣ୍ଡା ଅଧିନସ୍ଥ ବେଲମୁଣ୍ଡା, ପଣ୍ଡରିପାଣି ଆଦି ଗାଁ ମାନଙ୍କରେ ଗୁରୁବାର ଦିନ ପୂର୍ବତନ ବିଧାୟକ ପ୍ରଦୀପ ପୂରୋହିତ ପହଂଚି ଘରକୁ ଘର ବୁଲି ଲୋକଙ୍କୁ ମାସ୍କ ବାଂଟିବା ସହ କରୋନା ଭୁତାଣୁ ସଂପର୍କରେ ସଚେତନତା କରିଥିଲେ । ଗାଁ ମାନଙ୍କରେ ଥିବା…