ନୂଆପଡ଼ା ଜିଲ୍ଲାରେ ପକ୍ଷୀ ଗଣନା ଆରମ୍ଭ

 ନୂଆପଡ଼ା,(ଅମିତ ପୁରୋହିତ ) ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ଓ ସୁନାବେଡା ବନ୍ୟାପ୍ରାଣୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଜଳାଶୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି ।  ସକାଳୁ ଏକକାଳୀନ ନୂଆପଡ଼ା ରେଂଜରେ ୫ଟି, ଖରିଆରରୋଡ ୨ଟି, କୋମନାରେ ୭ଟି, ଖଡିଆଳ ୮ଟି, ସିନାପାଲି ୨ଟି ପ୍ରମୁଖ ୨୪…

ସରକାରଙ୍କ ହଜାରେ ଯୋଜନା ପ୍ରତି ଉପହାସ :  ଥମୁନି ଦାଦନ ଚାଲାଣ

୪ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଗିରଫ ନୂଆପଡ଼ା,(ଅମିତ ପୁରୋହିତ) : ଲୋକଙ୍କ ପାଇଁ ସରକାର ହଜାରେ ଯୋଜନା କରିଛନ୍ତି | ହେଲେ ଲୋକଙ୍କ ପାଖରେ ଯୋଜନାର ସୁଫଳ ଏମିତି ପହଂଚିଛି ବା ଲୋକଙ୍କ ରୋଜଗାର ଏମିତି ବଢିଛି ଯେ ଲୋକ ବାଧ୍ୟ ହୋଇ ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଉଛନ୍ତି | ଆଉ ସବୁଠାରୁ…

୧୨,୦୨୪ ଫୁଟ ଉଚତା ବିଶିଷ୍ଟ ଶୃଙ୍ଗ ଆରୋହଣ କଲେ ଓଡ଼ିଆ ଯୁବ ଅଭିଯାତ୍ରୀ ଦଳ  

ବଲାଙ୍ଗୀର ( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ପ୍ରଥମ ଥର ପାଇଁ ଯୁବ ପର୍ବତାରୋହୀ  ଅନିମେଶ ସାହୁଙ୍କ ନେତୃତ୍ୱରେ ଓ ଡ଼. ସତ୍ୟପୀର ପଧାନଙ୍କ ସହନେତୃତ୍ୱରେ ଓଡିଶା ରୁ ୧୭ ଜଣିଆ ପର୍ବତାରୋହୀ ଦଳ ୨୬/୧୨/୨୦୧୯ ରେ ବଲାଙ୍ଗୀରରୁ ଯାତ୍ରା ଆରମ୍ଭ କରି ସଫଳତା ର୍ ସହ ୧/୧/୨୦୨୦ ସକାଳ…

ରାଜଭବନ ଉଦ୍ୟାନ  : ପାସ ଭିଡ଼ରୁ ବର୍ତ୍ତିବାକୁ ଚାଲନ୍ତୁ ଅନଲାଇନ 

 Bhubaneswar(shasak prashasak) : ରାଜଭବନ ଉଦ୍ୟାନକୁ ନିର୍ଦ୍ଧାରିତ ଜାନୁଆରୀ ୫ରୁ ୧୯ ତାରିଖ ମଧ୍ୟରେ ପରିଦର୍ଶନ ପାଇଁ ଇଚ୍ଛୁକ ସର୍ବସାଧାରଣଙ୍କୁ ସହଜ ଓ ସୁବିଧାରେ ପ୍ରବେଶ ପତ୍ର ମିଳିବା ଉଦ୍ଦେଶ୍ୟରେ ରାଜଭବନ ପକ୍ଷରୁ ମୋବାଇଲ୍ ଆପ ବ୍ୟତୀତ ୱେବସାଇଟ ମାଧ୍ୟମରେ ଅନ୍ୟ ଏକ ବ୍ୟବସ୍ଥା…

ଖେଳୋ ଇଣ୍ଡିଆରେ ପଦାର୍ପଣ କରିବ ଓଡ଼ିଶା ଲନ୍ ବଲ୍ ଦଳ ।

ବଲାଙ୍ଗୀର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଭାରତୀୟ ବୋଲିଂ ସଂଘ ଅଧିନତ୍ବରେ ପରିଚାଳିତ ଲନ୍ ବଲ୍ ରେ ପ୍ରଥମ ଥର ପାଇଁ ଭାଗ ନେବ ଓଡ଼ିଆ ଦଳ। ଆସନ୍ତା ତୃତୀୟ ସଂସ୍କରଣ ଆସାମର ଗୌହାଟିଠାରେ ଜାନୁୟାରୀ ୧୦ ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଅଛି। ବିଗତ ଦୁଇ ବର୍ଷ ମଧ୍ୟରେ…

“ଗାନ୍ଧିଜୀ ଯେଉଁଥିରେ ବିଫଳ ଥିଲେ, ସ୍ବର୍ଗତ ରାଜକିଶୋର ନାୟକ ସେଥିରେ ଥିଲେ ସଫଳ”

ରାଜକିଶୋର ନାୟକ ଜାତୀୟ ନ୍ୟାସ ପକ୍ଷରୁ ସ୍ମାରକୀ ଗାନ୍ଧୀ ବକ୍ତୃତାମାଳା "ଫୋଟୋ ଫ୍ରେମ ଭିତରୁ ଗାନ୍ଧୀଙ୍କୁ ବାହାରକୁ ଆଣିବାକୁ ପଡିବ "  "ସ୍ଥାନୀୟ/ପ୍ରାନ୍ତୀୟ ଗାନ୍ଧୀଙ୍କ ଯୋଗୁଁ ଜଣେ "ଜାତୀୟ ଗାନ୍ଧୀ" ଭାବନା ବା ଅସ୍ତିତ୍ବ ବଳିଷ୍ଠ ହୋଇ ପାରିଥିଲା" ଭୁବନେଶ୍ୱର: "ସମ୍ପ୍ରତି ଆମ ସମାଜରେ…

ରାଜ୍ୟରେ ପ୍ରଥମ : ଜଷ୍ଟିସ ସଞ୍ଜୁ ପଣ୍ଡା ହେଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି  ବରିଷ୍ଠ ବିଚାରପତି  ଜଷ୍ଟିସ  କୁମାରୀ ସଞ୍ଜୁ ପଣ୍ଡା । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରବିବାର ସେ ରାଜ୍ୟର ମୁଖ୍ୟ…

“ମୋ ବାପାକୁ ମୁଁ ମାରିଦେଲି”

ବୀରମହାରାଜାପୁର ପୋଲିସ ସାମ୍ବାଦିକ ସମ୍ମିଳନୀରେ ସ୍ଵୀକାର କଲା : ଜେଲଗଲା ପିତୃ ହତ୍ୟାକାରୀ  ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବୈରାଗିପାଲି ଗ୍ରାମରେ ଗୁରୁବାର ଦିନ ବାପା ଗଣ୍ଡା ଘୁଟାକୁ ହତ୍ଯାକରିଥିବା ପୁଅ ଜଗମୋହନ…

ଅନ୍ତଃରାଜ୍ୟ ହକି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର   ଗିନ୍ଦିରଲାମାଲ ଖେଳପଡିଆ ରେ ଉଲୁଣ୍ଡା ଯୁବ ମହାସଂଘ ଓ ଆଦିବାସୀ ବିକାଶ କ୍ଳବ ଗିନ୍ଦିରଲାମାଲ ର ମିଳିତ ଆନୁକୂଲ୍ୟରେ ଆଜି ଅନ୍ତରାଜ୍ୟ ହକି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି…

“ଅଧ୍ୟାପକମାନେ ଛାତ୍ରଛାତ୍ରୀ ତଥା ସମାଜ ଉପରେ ଏକ ସକାରାତ୍ମକ ପ୍ରଭାବ ବିସ୍ତାର କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ…

ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ "ଛାତ୍ରମାନଙ୍କର ମନସ୍ତତ୍ତ୍ୱ, ଅଧ୍ୟାପକମାନଙ୍କର ମାନସିକତା, ସମାଜର ଦାୟିତ୍ୱବୋଧ ଏବଂ ଅଭିଭାବକମାନଙ୍କ ଭରସାକୁ ପାଥେୟ କରି ଓଡ଼ିଶାର ଉଚ୍ଚଶିକ୍ଷାକୁ ଆଗେଇ ନେବାକୁ ପଡ଼ିବ'   ଭୁବନେଶ୍ୱର(ଶାସକ ପ୍ରଶାସକ): ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକରୁ…