ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଖେଳାଳିଙ୍କ କୃତିତ୍ୱ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ସ୍ଥିତ ହିଲପାଟଣା ଓ ଟାଟାବେଞ୍ଜ ଠାରେ ଥିବା ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ବ୍ରହ୍ମପୁର ଟାଇକୋଣ୍ଡୋ ଏସୋସିଏସନ୍ ପକ୍ଷରୁ ଗତ ୨ ଦିନ ଧରି ଟାବଫେଷ୍ଠ ସିଜନ-୨ ରାଜ୍ୟସ୍ତରୀୟ ଓପନ ଟାଇକୋଣ୍ଡୋ ଚାମ୍ପିଆନସିପ -୨୦୨୦ ଅନୁଷ୍ଠିତ…