ସମ୍ବଲପୁରଠାରେ ବିଶାଳ ଜନସମାବେଶରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ
ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ: ଗିରିରାଜ ସିଂହ
ବିରୋଧୀଙ୍କ ଗୁଜବ ଏବଂ ମିଥ୍ୟା ପ୍ରଚାରରୁ ଦୂରରେ ରହି ସିଏଏକୁ ସମର୍ଥନ କରନ୍ତୁ :ବସନ୍ତ ପଣ୍ଡା
ସିଏଏ ଦ୍ୱାରା କାହାରି ନାଗରିକତା ଯିବନି ବୋଲି ସଂସଦରେ ଗୃହମନ୍ତ୍ରୀ କହିଛନ୍ତି :ନିତେଶ…