ଭୁବନେଶ୍ୱର (ଶାସକ ପ୍ରଶାସକ) ତିନୋଟି ଜିଲ୍ଲର ବଦଳିଲା ରଙ୍ଗ | ରେଡ ଜୋନକୁ ଯାଇ ନାଲି ରଂଗ ହେଲା ଗଂଜାମ ଲଗାତାର ନୂଆଁରୋଗୀ ଚିହ୍ନଟ ହେବା କାରଣରୁ | ନୂଆ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ଜଗତସିଂପୁର ଓ ମୟୁରଭଞ୍ଜ ଏବେ ପହଂଚିଛନ୍ତି ଅରେଞ୍ଜ ଜୋନ ବା କମଳା ରଙ୍ଗରେ | ଜୋନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରୋବାକୁ ଜିଲ୍ଲା ଓ ପୌର ପ୍ରଶାସନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ |
Sign in
Sign in
Recover your password.
A password will be e-mailed to you.