ସିନାପାଲି ବ୍ଲକରେ ଉପାଧକ୍ଷ ଚୟନ ଉଦ୍ଦେଶ୍ୟମୂଳକ ଭାବେ କରାଯାଉନି 

ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିବା ସହ ତୁରନ୍ତ ଚୟନ ଦାବି କଲା କଂଗ୍ରେସ  ସିନାପାଲି/ ନିରାକାର ମେହେର -ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉପାଧକ୍ଷ ପଦ 5 ମାସ ଧରି ଖାଲି ପଡ଼ିଥିଲେ ମଧ୍ୟ ଏଯାଏ ତାହା ପୂରଣ ନ ହେବାରୁ କଂଗ୍ରେସ କ୍ଷୋଭ ପ୍ରକାଶ କରିଛି ! ବିଡ଼ିଓ ଙ୍କ ମନମୁଖି କାର୍ଯ୍ୟ…

ସିନାପାଲି ମହାବିଦ୍ୟାଳୟରେ 34ତମ ବାର୍ଷିକ ଉତ୍ସବ

ସିନାପାଲି/ ନିରାକାର ମେହେର -ନୂଆପଡା ଜିଲ୍ଲା ସିନାପାଲି ମହା ବିଦ୍ୟାଳୟରେ 34ତମ  ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡା ମୋହନ ସାହୁ ଙ୍କୁ ସଭାପତିତ୍ବରେ ଆୟୋଜିତ ହୋଇଛି !ସଭାରେ ମୁଖ୍ୟ ଅତିଥି ଭାବେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ,ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ତପସ୍ୱିନୀ ମାଝୀ…

 ରୋଜଗାର ଅନ୍ୱେଷଣ ପାଇଁ ନୁହେଁ ଏସସି ଏସଟିଙ୍କ ମାଲିକ ବନିବାର ସମୟ – ଧର୍ମେନ୍ଦ୍ର ପ୍ରଧାନ

ଏସସି/ଏସଟି ଉଦ୍ୟୋଗୀଙ୍କ ୩୧୨୧ତମ ବଲ୍କ ଏଲପିଜି ଟ୍ୟାଙ୍କରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ   ଦଳିତ, ପଛୁଆ ଓ ସଂଖ୍ୟାଲଘୁଙ୍କୁ ସମାନ୍ତରାଳ ଭାବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ମୋଦି ସରକାରଙ୍କ ପ୍ରାଥମିକତା  ଏସସି ଓ ଏସଟି ବର୍ଗର ଲୋକଙ୍କ ମାଲିକ ହେବା ସ୍ୱପ୍ନକୁ ସାକାର…

୧୦ ବର୍ଷରେ ଓଡ଼ିଶାରେ ମରିଛନ୍ତି  ୩୦ହଜାର ଲୋକ, ପଙ୍ଗୁ ହୋଇଛନ୍ତି ୬୦ହଜାରରୁ ଅଧିକ 

ନିଶାଜନିତ କ୍ଷତିର ପରିମାଣ ଓଡ଼ିଶାର ବାର୍ଷିକ ବଜେଟ୍‍ ଠାରୁ ଅଧିକ: ମଦମୁକ୍ତି ଅଭିଯାନ ଭୁବନେଶ୍ୱର,(ଶାସକ ପ୍ରଶାସକ): ଓଡ଼ିଶା ସରକାରଙ୍କ ବାର୍ଷିକ ବଜେଟ୍‍ ପରିମାଣ ଯେତେ ମଦ ଓ ଅନ୍ୟାନ୍ୟ ନିଶାଜନିତ କ୍ଷତିର ପରିମାଣ ତାହାଠାରୁ ଢେର୍‍ ଅଧିକ । ଏ ପରିପ୍ରେକ୍ଷୀରେ ଆଗାମୀ ବଜେଟ୍‍ରେ…

ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ  ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି ।      …

ମୋ ଜଙ୍ଗଲ, ମୋ ପରିବେଶ ସଚେତନତା କାର୍ଯ୍ୟକ୍ରମ: ବୃକ୍ଷ ରୋପଣ, ବିଲୁପ୍ତ ଘରଚଟିଆଙ୍କ ବଂଶ ବିସ୍ତାର ଉପରେ ଗୁରୁତ୍ୱ

 ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର):: ନୟାଗଡ ବନଖଣ୍ଡ ଅଧିକାରୀ ଧନରେଜ ଧନ୍ଧାର ହନୁମନ୍ତେଙ୍କ  ନିର୍ଦ୍ଦେଶ କ୍ରମେ ସୋମବାର ବାହାଡ଼ାଝୋଲା ସରକାରୀ ବାଳିକା ହାଇସ୍କୁଲରେ ‘ମୋ ଜଙ୍ଗଲ ମୋ ପରିବେଶ’ ସମ୍ପର୍କିତ  ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ବନପାଳ ସରିତା ବରାଳଙ୍କ ଅଧ୍ୟକ୍ଷତାରେ…

ଓଡ଼ଗାଁ କଲେଜରେ ବାର୍ଷିକ କ୍ରୀଡା ଉଦଯାପିତ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଆୟୋଜିତ ବାର୍ଷିକ କ୍ରୀଡା  ଉଦଯାପିତ ହୋଇଯାଇଛି । +୩ ର ୬୮ ଏବଂ +୨ ର ୬୦ ଜଣ ପ୍ରତିଯୋଗୀ ଅର୍ଥାତ ଉଭୟ ସ୍ତରରୁ ମୋଟ୍ ୭୦ ଜଣ ବାଳିକା ଓ ୫୮ ଜଣ ବାଳକ ଏଥିରେ ଅଂଶ ଗ୍ରହଣ କରିଥିଲେ । ୧୦୦ ମି, ୨୦୦ମି, ୪୦୦ମି, ଦୈାଡ଼,…

“ପାଲାକଳାକୁ ପରିମାର୍ଜିତ ଏବଂ ଶୃଙ୍ଖଳିତ କରିବା କ୍ଷେତ୍ରରେ ପାଲା ଗାୟକ ନିରଞ୍ଜନ ପଣ୍ଡାଙ୍କ ଅବଦାନ…

ଓଡ଼ଗାଁ/ ଶ୍ରୀକାନ୍ତ ମିଶ୍ର  : ଓଡ଼ଗାଁସ୍ଥିତ ଶ୍ରୀ ଶ୍ରୀରଘୁନାଥଙ୍କ ପବିତ୍ରପୀଠରେ ବର୍ଷିୟାନ୍ ପାଲା ଗାୟକ ନିରଞ୍ଜନ ପଣ୍ଡାଙ୍କ ବିୟୋଗରେ ଏକ ସ୍ମୃତି ସଭା  ଅଖଣ୍ଡ ପୁରୀ ଜିଲ୍ଲା ପାଲା ଗାୟକ ପରିଷଦର ଉପସଭାପତି ଗାୟକ କଳାନିଧି ମନୋଜ କୁମାର ମିଶ୍ରଙ୍କ ଆବାହକତ୍ୱରେ ନୟାଗଡ଼ ଦକ୍ଷିଣକାଳୀ…

୧୫ରେ ସରକାରୀ ଛୁଟି

ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟ ସରକାର ଜାନୁୟାରୀ 15 ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ପବିତ୍ର ମକର ସଂକ୍ରାନ୍ତି ପାଇଁ ଏହି ଦିନଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା  ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି  । ଏହି ଦିନ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଓ…