ଗ୍ୟାସ ଭିତିଭୂମିର ଦ୍ରୁତ ପ୍ରସ୍ତୁତିରେ ସହଯୋଗ କରନ୍ତୁ ରାଜ୍ୟ ସରକାର – ଧର୍ମେନ୍ଦ୍ର ପ୍ରଧାନ
ପ୍ରାକୃତିକ ଗ୍ୟାସ ସମ୍ମିଳନୀ ୨୦୨୦ରେ କେନ୍ଦ୍ରମନ୍ତ୍ରୀ
ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସମସ୍ତ ଅଂଶୀଦାରଙ୍କ ଯୋଗଦାନ ଉପରେ ଗୁରୁତ୍ୱ
କଚ୍ରୁ କୋହିମା ଏବଂ କାଶ୍ମୀରରୁ କୋଚି ପର୍ଯ୍ୟନ୍ତ ଗ୍ୟାସ ପାଇପଲାଇନ ବ୍ୟବସ୍ଥାର ପ୍ରସ୍ତୁତି ଚାଲିଛି
ପ୍ରଥମ ଥର ଭାରତ ସରକାର ପୂର୍ବ…