ବିଜେପି ନଗର କମିଟି ଗଠିତ : ବନ୍ଧୁ ମିଳନ ପର୍ବ 

ବରଗଡ଼(ଶାସକ ପ୍ରଶାସକ): ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ଠାରେ ପର୍ଥଲା ଗ୍ରାମର ଯୁବନେତା ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବନ୍ଧୁ ମିଳନ ପର୍ବ  ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ନଗର କମିଟି ଗଠିତ ହୋଇଥିଲା । ଏହି ଅବସରରେ ଶତ୍ରୁଘ୍ନ…

 ଛୁଆ ହାତୀର ମୃତ ଦେହ ଉଦ୍ଧାର ,ଛୁଆ ହାତୀକୁ ଜଗି ବସିଥିଲା ମାଆ ହାତୀ

କାମାକ୍ଷାନଗର(ଶାସକ ପ୍ରଶାସକ): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ତୁମୁସିଙ୍ଗା ଖୁଦଖାଇ ନାଳ ନିକଟରୁ ଏକ ଛୁଆ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି ।ମୃତ ଛୁଆ ହାତୀଟିର ବୟସ ପ୍ରାୟ ୧ ମାସ ହେବ ବୋଲି ଜଣାପଡିଛି । ତେବେ ସୂଚନା…

ଉତ୍କଳ ଆଲୁମିନା ପକ୍ଷରୁ ବ୍ଲକ୍ ସ୍ତରୀୟ ଗ୍ରାମୀଣ ଭଲିବଲ୍ ଟୁର୍ଣ୍ଣାମେଂଟ୍ ଆୟୋଜିତ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ପ୍ରମୁଖ ଧାତବ କଂପାନି ତଥା ହିଣ୍ଡାଲ୍କୋର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ପକ୍ଷରୁ ପାରିପାଶ୍ୱିର୍କ ଅଂଚଳର ଗ୍ରାମୀଣ କ୍ରୀଡ଼ା ଓ ସଂସ୍କୃତିର ପ୍ରସାର କରିବା ଲାଗି ରାୟଗଡ଼ା ଜିଲ୍ଲାର କାଶିପୁର…

  ଦଶମ ଚାଲେଞ୍ଜର  କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଉଦଯାପିତ : କୁଚିପାଲି ଦଳ ଚଂପିଆନ

ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଦିଲଖୁସ ଗ୍ରାଉଣ୍ଡରେ ଜୟ ହନୁମାନ ଆଥେଲେଟିକ କ୍ଳବ ଅନୁକୁଲ୍ୟରେ ପାଂଚ ଦିନ ବ୍ୟାପି ଚାଲିଥିବା ଦଶମ ଚାଲେଞ୍ଜର କପ ୨୦୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣମେଂଟରେ କଚିପାଲି ଦଳ ଚଂପିଆନ ହୋଇଥିବା ବେଳେ…

ମେଲଛାମୁଣ୍ଡାରେ ସାମୁହିକ ସାଧାରଣତନ୍ତ୍ର ଦିବସ

ମେଲଛାମୁଣ୍ଡା,(ମନୋଜ ଭୋଇ ) ମେଲଛାମୁଣ୍ଡାସ୍ଥିତ ଖେଳପଡିଆ ପରିସରରେ ଜୟ ହନୁମାନ କ୍ଳବ ଅନୁକୁଲ୍ୟରେ ୭୧ ତମ ସାମୁହିକ ସାଧାରଣତନ୍ତ୍ର ଦିବସ ଓ ପ୍ୟାରେଡ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ…

“ଯେବେ ସ୍ପର୍ଶ କରିବୁ ତୁହି ଯମୁନାର ଜଳ, ମୂର୍ଦ୍ଧନା ଫାଟି ମରିଯିବୁ ତୁହି”

ଆରମ୍ଭ ହେଲା ପ୍ରବଳ ପ୍ରତାପୀ କଂସଙ୍କ ଦୌରାତ୍ମ୍ୟ , ସ୍ତନେ ବିଷ ଭରି ପୁତନା ଗୋପ ମୁହାଁ  ଗାଇସିଲେଟ/କେଦାର ନାଥ ସାହୁ ବରଗଡ଼  :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲିର ୩୬ତମ ବୋଡାସମ୍ବର ବିରାଟ ଧନୁଯାତ୍ରା ମହୋତ୍ସବର ଆଜି ଚତୁର୍ଥ  ଦିବସରେ ମହାରାଜ କଂସାସୁର କୃଷ୍ଣଙ୍କୁ ନିଧନ…

 “ଦେଶର ସାର୍ବଭୌମତ୍ୱ ରକ୍ଷା କରିବା ସମସ୍ତ ନାଗରିକଙ୍କ ଅଧିକାର ” । 

ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ , ସମ୍ବର୍ଦ୍ଧିତ ହେଲେ ଶ୍ରେଷ୍ଠ ସାମ୍ବାଦିକ  ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମରେ ଉପଖଣ୍ଡ ସ୍ତରୀୟ ଜାନୁଆରୀ ୨୬ତାରିଖ ଦିନ ୭୧ ତମ ସାଧାରଣତନ୍ତ୍ର…

ଖଣ୍ଡହତା ହାଇସ୍କୁଲର ୩୪ ତମ ବାର୍ଷିକ ଉତ୍ସବ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଇନ୍ଦିରାଗାନ୍ଧୀ ହାଇସ୍କୁଲ ର ୩୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଧାନ ଶିକ୍ଷକ ଅଖୋଜ ପଧାନ ଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣପୁର ଜିଲା ଶିକ୍ଷା…

ସୁବଳୟା ରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ୭୧ ତମ ସାଧାରଣତନ୍ତ୍ର ଦିବସ ସୁବଳୟା କଲେଜ ପଡିଆରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବୀରମହାରାଜପୁର ତହସିଲଦାର ସୂର୍ଯ୍ୟୋଶୁଂ ରୁଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ…