ଘିଚାପାଲି ରେ ନବାହ ପାରାୟଣ ଉଦଯାପିତ

ବୀରମହାରାଜପୁର -(ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଲୁତୁରପଙ୍ଗ ଅନ୍ତର୍ଗତ ଘିଚାପାଲି ର ମେଟାକାନୀ ଛକ ଠାରେ ନଅ ଦିନ ଧରି ୭ ତମ ନବାହ ପାରାୟଣ ଉଦଯାପିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପ୍ରତେକ ଦିନ ମା ଚଣ୍ଡୀ ଙ୍କ ପ୍ରତିମୂର୍ତ୍ତି କୁ…

ଜମଲା ଡିଗ୍ରୀ କଲେଜ ବାର୍ଷିକୋତ୍ସବ

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ଉପଖଣ୍ଡ ଜମଲା ଡିଗ୍ରୀ କଲେଜ ଅଷ୍ଟମ ବାର୍ଷିକୋତ୍ସବ କଲେଜ ଅଧ୍ୟକ୍ଷ ଡକ୍ଟର ମାନଭଞ୍ଜନ ପ୍ରଧାନଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟଅତିଥି ରୂପେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା,ସମ୍ମାନିତ ଅତିଥି ରୂପେ ପଦ୍ମପୁର ଉପ…

ଅଭିବାବକ ସଂଘ ବଲାଙ୍ଗୀର ପକ୍ଷରୁ ସରସ୍ଵତୀ ପୂଜା ଅନୁଷ୍ଠିତ

ବଲାଙ୍ଗୀର: (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଅଭିବାବକ ସଂଘ ବଲାଙ୍ଗୀର ତରଫରୁ ସ୍ଥାନୀୟ ଶାନ୍ତି ପଡା ସ୍ଥିତ ଦୁର୍ଗା ପୂଜା ମଣ୍ଡପ ରେ ସରସ୍ଵତୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ ଲିଟିଲ ଫ୍ଲାଓ୍ବାର, କେନ୍ଦ୍ରୀୟ ବିଦ୍ୟାଳୟ ତଥା ପୂଜା ହେଉନଥିବା ସ୍କୁଲର ଅନେକ ଛାତ୍ର…

ନିଆରା ଢଙ୍ଗରେ ସରସ୍ଵତୀ ପୂଜା କଲେ ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀ

ହରଭଙ୍ଗା:/ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଆରା ଢଙ୍ଗରେ ସରସ୍ଵତୀ ପୂଜା ପାଳନ କରିଛନ୍ତି । ବିଦ୍ୟାଳୟର ସମସ୍ତ ୨୦୦ ବିଦ୍ୟାର୍ଥୀ ନିଜର ଥାଳି ରେ ମାଁ ସରସ୍ଵତୀ ଙ୍କ ମୂର୍ତ୍ତି ଆଣି ପୂଜା କରିଥିଲେ । ତା ସହିତ…

ପୁଣି ଅଚାନକ ପାଣ୍ଡିୟାନ, ଏଥର ମାଆଙ୍କ ପୀଠ

 ମୁଖ୍ୟମନ୍ତ୍ରୀଙ୍କ ବିକାଶ ନକ୍ସାରେ ପ୍ରସିଦ୍ଧ ତାରାତାରିଣୀ ପୀଠ, ବଦଳିବ ଚେହେରା  ବୁଗୁଡ଼ା (ଶାସକ ପ୍ରଶାସକ) ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା  ପର୍ଯ୍ୟଟନ, ଆଧ୍ୟାତ୍ମିକ ତଥା ଐତିହ୍ୟସ୍ଥଳୀ ଗୁଡ଼ିକର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି, ଆଉ ପ୍ରସ୍ତୁତ…

ସାରସକଣା ଭାରପ୍ରାପ୍ତ ତହସିଲଦାର ମୋହିନୀ ନାଏକଙ୍କୁ ମରଣାନ୍ତକ ଆକ୍ରମଣ

 ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଏବେ ଅଶାନ୍ତ ହୋଇପଡିଛି । ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଯେଉଁଠି ତହସିଲଦାର ସୁରକ୍ଷିତ ନୁହନ୍ତି ସେଠାରେ ସାଧାରଣ ଜନତା କେତେ ସୁରକ୍ଷିତ ତାହା ସ୍ପଷ୍ଟ ବାରିହୋଇ ପଡୁଛି ।  ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି…

୧ରୁ ଭୁବନେଶ୍ୱରରେ ଆରମ୍ଭ ହେବ “ଭାଷା ସାହିତ୍ୟର ମହାକୁମ୍ଭ”

  ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ହେଉଛି "ସୋଆ ସାହିତ୍ୟ ଉତ୍ସବ" ୨ ଦିନ ଭିତରେ ଅନୁଷ୍ଠିତ ହେବ ୨୬ ଅଧିବେଶନ, ଭାଷା ସାହିତ୍ୟ ଉପରେ ହେବ ମାନସ ମନ୍ଥନ  ଭୁବନେଶ୍ୱର, (ଶାସକ ପ୍ରଶାସକ) : ଭୁବନେଶ୍ୱରରେ ଅନୁଷ୍ଠିତ ହେବ ସାହିତ୍ୟର ମହାକୁମ୍ଭ | ରାଜ୍ୟ ତଥା ଦେଶର ପ୍ରଥିତଯଶା ସାରସ୍ୱତ…

୨୦ତମ ଚାନ୍ଦିନୀ କପ୍ କ୍ରିକେଟ ଉଦଯାପିତ

ପଦ୍ମପୁର ୩୦.୧- ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ରେ ଦିର୍ଘ ୫ଦିନ ବ୍ୟାପି ଚାଲିଥିବା ୨୦ତମ ଚାନ୍ଦିନୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛିା ଉକ୍ତ ଟୁର୍ଣ୍ଣାମେଣ୍ଟ କୁ ସମଗ୍ର ଓଡିଶା ରାଜ୍ୟ ବ୍ୟବସାୟୀ ସଂଘର ଉପ ସଭାପତି ଶ୍ରୀଯୁକ୍ତ…

ଦ୍ବିତୀୟ ଦିବସରେ ଗୋଲ୍ଡେନ ଷ୍ଟାର କ୍ରିକେଟ

ଗୋଲ୍ଡେନ ଷ୍ଟାର କ୍ରିକେଟ କ୍କବ ଆନୁକୁଲ୍ୟରେ ଖଇରପାଲି ଠାରେ ସପ୍ତମ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଦ୍ବିତୀୟ ଦିବସ ଅନୁଷ୍ଠିତ ହୋଇଥିଲା। ଆଜିର ଖେଳରେ ଖଇରପାଲି ଓ ବରଗଡ ମଧ୍ୟରେ ପ୍ରଥମ ଲିଗ ମ୍ଯାଚ ଅନୁଷ୍ଠିତ ହୋଇଥିଲା। ଖଇରପାଲି ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୧୦ ଓଭରରେ କେବଳ ୧୪ ରନ ସଂଗ୍ରହ…

ମାଙ୍କ ପୂଜାରେ ଦିନଟିଏ 

ନୟାଗଡ (ଶାସକ ପ୍ରଶାସକ) ଦିନଟା ସାରା ମା ସରସ୍ବତୀଙ୍କ ପୂଜାର୍ଚନାରେ କଟିଲା ସମୟ | ସାଙ୍ଗରେ ଥିଲେ ନିଜ ସହଯୋଗୀ ଆଉ ସହକର୍ମୀ | ଲାଗୁଥିଲା ଶିକ୍ଷାୟତନ | ପ୍ରିନ୍ସିପାଲ କର୍ତ୍ତା ସାଜି ହୋମରେ ବସିଛନ୍ତି | ଆଉ ଅନ୍ୟମାନେ ପୂଜାରେ ବସିଥିଲେ ବାଧ୍ୟ ଛାତ୍ରଙ୍କ ଭଳି | ଅବଶ୍ୟ ସେତ ଶିକ୍ଷାୟତନ…