କରୋନା ଜାଲରୁ ମୁକୁଳିଲେ ଆଉ ୩୦ 

0

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ପୁଣି କୋବିଦ ଜାଲରୁ ମୁକ୍ତି ପାଇଛନ୍ତି ଆଉ ୩୦ ଜଣ | ସେମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୨୦ ଜଣ, ୫ଜଣ କେନ୍ଦ୍ରାପଡା , ଜଣେ ନୟାଗଡ ଓ ବାଲେଶ୍ୱର ଆଉ ଭଦ୍ରକରୁ ୨ ଜଣ ଲେଖାଏ ସାମିଲ ଅଛନ୍ତି | ଆଜିର ୩୦ ଜଣଙ୍କୁ ମିଶାଇ ଏଯାବତ ୩୦୭ ଜଣ କରୋନା ଜାଲରୁ ମୁକ୍ତି ପାଇଛନ୍ତି | 

Another 30 COVID19 patients have recovered and are being discharged. 

20 are from Ganjam 

5 are from Kendrapara 

2 each from Balasore and Bhadrak and

1 from Nayagarh 

The total recovered cases of #Odisha now stand at 307. 

     

Leave A Reply

Your email address will not be published.