ଅଦିନିଆ ବର୍ଷାରେ ଭିଜିଲା ଧାନ
ବୌଦ୍ଧ /ଶାସକ ପ୍ରଶାସକ : ବୌଦ୍ଧ ଜିଲ୍ଲାରେ ଗତ ରାତିରୁ ଝିପି ଝିପି ବର୍ଷା ଲାଗିରହିଥିବାବେଳେ ଏହା ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମଣ୍ଡିରେ ଧାନ ଭିଜି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ବିଶେଷ କରି କଣ୍ଟାମାଲ ବ୍ଲକର ଖଟଖଟିଆ ମଣ୍ଡି ଏବଂ ବୌଦ୍ଧ ବ୍ଲକର ବଘିଆପଡା ମଣ୍ଡିରେ ଶହ ଶହ…