ବଲାଙ୍ଗୀର/ ଶାସକ ପ୍ରଶାସକ : ଏଥର ସକାଳ ୭ଟା ରୁ ସନ୍ଧ୍ୟା ୭ଟା ଯାଏଁ ଜିଲ୍ଲାର ସମସ୍ତ ଦୋକାନ ବଜାର ଖୋଲା ରହିବ । ତେବେ ଜନସାଧାରଣଙ୍କୁ ପୂର୍ବ ଭଳି ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ଜଣ ଗହଳି ରୁ ଦୁରେଇ ରହିବାକୁ ହେବ ।ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ ନିର୍ଦେଶ କ୍ରମେ ପୂର୍ବ କଟକଣା ରୁ ରିହାତି ଦିଆଯାଇଥିବା ଜିଲ୍ଲାପାଳ କାର୍ଯ୍ୟାଳୟ ସୂଚନା ଦେଇଛି। ସେହିପରି ସନ୍ଧ୍ୟା ୭ଟା ରୁ ସକାଳ ୭ ଟା ଯାଏଁ ସମସ୍ତ ଦୋକାନ ବନ୍ଦ ରଖିବାକୁ ନିର୍ଦେଶ ରହିଛି।
Sign in
Sign in
Recover your password.
A password will be e-mailed to you.