ନିଲମ୍ବିତ ହେଲେ ମଦୁଆ ବାବୁ
ବାରିପଦା/ ଦିଲ୍ଲୀପ ମହାନ୍ତି : ନିଲମ୍ବିତ ହେଲେ ମଦୁଆ ପୋଲିସ ଏ ଏସ ଆଇ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ରେ କାର୍ଯ୍ୟରତ ଥିବା ଏ ଏସ ଆଇ ସଚିଦା ନନ୍ଦ କିଷାନ ଗତକାଲି ସନ୍ଧ୍ୟା ସମୟରେ ମଦ୍ୟପାନ କରି ବେତନଟୀ ଥାନା ଛକ ନିକଟରେ ଥୁବା ଏକ ପାନ ଦୋକାନ ରେ ଥୁବା ବେଞ୍ଚ ଉପରେ ବେହସ ଅବସ୍ଥାରେ…