କୃମିନାଶକ ଦିବସର ସମ୍ପର୍କରେ କର୍ମଶାଳା
ବରଗଡ(ଶାସକ ପ୍ରଶାସକ)-ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସମୁଦାୟ ୧୯୧ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ନୋଡାଲ ଶିକ୍ଷକମାନଙ୍କୁ ନେଇ ଜାତୀୟ କୃମିନାଶକ ଅଭିଯାନ ସଂପାର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାକୁ ପାଇକମାଳ ବ୍ଳକର ସମସ୍ତ…