ଚମ୍ପୁଆରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ
ଚମ୍ପୁଆ,(ଶାସକ ପ୍ରଶାସକ) : ଚମ୍ପୁଆ ଏନ୍ଏସିରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତିିଙ୍କ ଘର ଚମ୍ପୁଆ ଅଂଚଳରେ ହୋଇଥିବାବେଳେ ତାଙ୍କର ବୟସ ୧୭ ବର୍ଷ । ସେ କିଛିଦିନ ତଳେ ଉତ୍ତରପ୍ରଦେଶର ସାହାରନପୁରରୁ ଫେରିଥିଲେ । ସେଠାରେ ସେ ପାଠ ପଢୁଥିଲେ ବୋଲି ସୂଚନା ମିଳିଛି ।…