ଧାନ ବସ୍ତା ରାସ୍ତାରେ ଛିଡା, ଆମରଣ ଅନଶନରେ ଚାଷୀ ବାପୁଡ଼ା

ଦ୍ଵିତୀୟ ଦିନରେ ଚାଷୀଙ୍କ ଅନଶନ, ବୈରୀ ସାଜିଛି ସରକାରଙ୍କ "ଟୋକନ" ବରଗଡ଼/ ଶାସକ ପ୍ରଶାସକ : ବରଗଡ଼ ଜିଲ୍ଲା ଡ଼ଭା ଝରବନ୍ଦ ରାସ୍ତା ର ଡ଼ଭା ବଜାର ଠାରେ 5000 ବସ୍ତା ଧାନ ରଖି ଡ଼ଭା ସୋସାଇଟି ର ଚାଷୀ 2 ଦିନ ହେଲା କରିଛନ୍ତି ରାସ୍ତାରୋକ ଓ ଆମରଣ ଅନଶନ । 191 ଜଣ ଚାଷିଙ୍କର ବହୁ ଚେଷ୍ଟା…

ସରସ୍ୱତୀ ଶିଶୁମନ୍ଦିର ବାର୍ଷିକ ଉତ୍ସବ 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚେଷ୍ଟା ଓ ସମ୍ପାଦକଙ୍କର ଅନନ୍ୟ ଉତକର୍ଷତା ପାଇଁ ଅନୁଷ୍ଠାନଟି ସ୍ଥାନୀୟ ଅଂଚଳରେ ସମସ୍ତଙ୍କ ମନରେ ବିଶ୍ୱାସ ସୃଷ୍ଟି କରିପାରିଛି ବୋଲି ନନ୍ଦିଘୋର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ପାଳନ ଅବସରରେ ଯୋଗ ଦେଇ…

ଦଣ୍ଡୋର ସରକାରୀ ଉନ୍ନୀତ ଉପ୍ରା ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକର ସରକାରୀ ଉନ୍ନୀତ ଉପ୍ରା ବିଦ୍ୟାଳୟ, ଦଣ୍ଡୋରରେ  ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଦିବାକର ପଣ୍ଡାଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଏ  ସଭାରେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ…

ଭାଗବତ ସପ୍ତାହ ପାଳନ ପାଇଁ କଳସ ଯାତ୍ରା

କୁରାଳ(ଶ୍ରୀକାନ୍ତ ମିଶ୍ର): କୁରାଳ ଶ୍ରୀଶ୍ରୀ ଦଧିବାମନ ମନ୍ଦିର ସନ୍ନିକଟ ରାଧାଶ୍ୟାମ ମଠ ଆନୁକୂଲ୍ୟରେ ଆଜିଠାରୁ ଭାଗବତ ସସ୍ତାହ ପାଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ଗ୍ରାମର ପ୍ରାୟ ୨ଶହରୁ ଉର୍ଦ୍ଧ ମହିଳା ଶ୍ରଦ୍ଧାଳୁ କଳସ ଯାତ୍ରା କରି ସମସ୍ତ ସାହି ପରିକ୍ରମା କରିଥିଲେ ।…

ସରକାର ମୋତେ ରୋଜଗାର ଦିଅ : ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ 

ବାରିପଦା(Dillip Mohanty)- ବାରିପଦା(ଦିଲ୍ଲୀପ ମହାନ୍ତି):  ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସରକାର ମୋତେ ରୋଜଗାର ଦିଅ ଦାବିରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଶତାଧିକ…

ଠାକୁର ବୁଢା କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପଦ୍ମପୁର,(ଶାସକ ପ୍ରଶାସକ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ହିରାପୁର ଠାକୁର ବୁଢା କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଉଭୟ ୫- ୩ ଓଭର ଫର୍ମାଟ ରେ ସଲଡିହି ଦଳ ଝାରମୁଣ୍ତା ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଛି । ଏହି କ୍ରିକେଟ କପ…

କଣ୍ଟ ଦେଲେ ସୁର : ଲୋକଙ୍କୁ ନ୍ୟାୟ ନମିଳିଲେ ସମୂହ ଆତ୍ମାହୁତି 

•ସରକାରୀ ଅଫିସରଙ୍କ ତୃଟି ଯୋଗୁଁ ଜଟଣୀର ୨୩ଟି ଗାଁର ସ୍ଥିତିବାନ ଜମି ଜଗନ୍ନାଥଙ୍କ ଜମିରେ ପରିଣତ •ଜମି ମାଲିକ ହନ୍ତସନ୍ତ, ମାଲିକାନା ଫେରାଇ ନଦେଲେ ରାଜଭବନ ଆଗରେ ସମୂହ ଆହ୍ମାହୁତି  ଭୁବନେଶ୍ୱର (ଶାସକ ପ୍ରଶାସକ)– ସେଟଲମେଣ୍ଟ  ଅଫିସରଙ୍କ ତ୍ରୁଟି ଯୋଗୁଁ ଜଟଣୀ ବିଧାନସଭା ନିର୍ବାଚନ…

ଇଃ…ଛି ଛି…..ଇସ୍କୁଲ ପାଇଖାନାରୁ ବି ଖାଇଗଲେ ! 

ଶୌଚାଳୟର ଅଧା କାମକରି ପୁରା ବିଲ : ଏ ନେବା ଲୋକ କେମିତି, ଦେବା ଲୋକ ବି କେମିତି  ପୁଇଁତଳା(Santosh Karmi) ଅଏଁଲାସାରୀ ସ୍କୁଲ ବିଦ୍ୟାଳୟମାନଙ୍କ ରେ ଛାତ୍ର ଛାତ୍ରୀଙ୍କ ସୁବିଧା ପାଇଁ ଶୌଚାଳୟ ନିର୍ମାଣ କରିବାକୁ ଯୋଜନା ହୋଇଥିଲା।ଉକ୍ତ ଯୋଜନାରେ କିନ୍ତୁ ମହାଦୁର୍ନିତି ହୋଇଛି। ଲକ୍ଷ ଲକ୍ଷ…

ଏଠି କେତେ ସୁରକ୍ଷିତ ଆମ ବିଦ୍ୟାର୍ଥୀ 

ଗୁଣୁପୁରରୁ ମାଧବ ବିଡିକା : ମୋଟାମୋଟି ଭାବେ ବେସରକାରୀ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କୁ ଘରଠାରୁ ବିଦ୍ୟାଳୟ କୁ ନେବା ଆଣିବା କରିବା ନିମନ୍ତେ ଚାରି ଚକିଆ ଓ ଛଅ ଚକିଆ ଗାଡିର ବ୍ୟବହାର କରାଯାଉଛି ।ବ୍ୟବହୃତ ଏହି ଗାଡି ଗୁଡିକ ନିମନ୍ତେ ମୋଟରଯାନ ବିଭାଗ ପକ୍ଷରୁ କିଛି…

ଆମ୍ ଆଦମୀ ପାର୍ଟି ସମ୍ବଲପୁର ପକ୍ଷରୁ ବିଜୟ ଶୋଭାଯାତ୍ରା

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ପୁଣି ଦିଲ୍ଲୀରେ ସରକାର ଗଢ଼ିବ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମି ପାର୍ଟ l ୭୦ ଆସନ ବିଶିଷ୍ଟ ଏହି ବିଧାନସଭାରେ ବହୁମତ ହାସଲ କରିଛି ଦଳ l  ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତା ମାନେ ଏହି ଅବସରରେ ବାହାର କରିଛନ୍ତି ବିଜୟ ଶୋଭାଯାତ୍ରା l ଏହି ମର୍ମରେ…