ନଜର ପଡି଼ବ କି ମୁଖ୍ୟମନ୍ତ୍ରୀ ଆଉ ୫-ଟି ସଚିବଙ୍କର :ଏହା ଭୂମିହୀନ ଗରିବଙ୍କ ପ୍ରତି ସହାୟତା ନା ଉପହାସ
ଖଜଣାଦେଇ ବି ୬ ବର୍ଷ ହେଲା ଜମି ଜମି ଚିହ୍ନଟ ହେଉନି
ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ହିତାଧିକାରି ମାନେ ତହସିଲ ଆଗରେ ଧାରଣା ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ କେନଝରିଆପାଲି ଆର ଆଇ ଅଧିନ ବାଘରତୈଲା…