ମୟୂରଭଞ୍ଜ ସଙ୍ଗରୋଧ କେନ୍ଦ୍ରରୁ ଜଣେ କରୋନା ପଜିଟିଭ ଚିହ୍ନଟ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ଜିଲ୍ଲାର ଗୋପବନ୍ଧୁନଗର ବ୍ଲକ୍‌ ଜୟପୁର ସଂଗରୋଧ କେନ୍ଦ୍ରରେ ଆଉ ଜଣେ ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ। ତାମିଲନାଡୁରୁ ଫେରିଥିବା ୨୨ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ହୋଇଛନ୍ତି। ମାତ୍ର ସରକାରୀ ଭାବେ ଏହାକୁ ଘୋଷଣା କରାଯାଇନାହିଁ। ଘଟଣାସ୍ଥଳରେ ବିଡିଓ, ତହସିଲଦାର ପ୍ରମୁଖ ପହଞ୍ଚି ଆକ୍ରାନ୍ତ ଯୁବକଙ୍କୁ ସ୍ଥାନୀୟ କୋଭିଡ୍‌ ହସ୍‌ପିଟାଲକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି।

Leave A Reply

Your email address will not be published.