ଉପକାରାଗାରକୁ ୫ଟି କୁଲର ଦାନ କଲେ ପାଟଣାଗଡ ବିଧାୟକ
ପାଟଣାଗଡ/ ବିମଳ କୁମାର ବାଗ: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଅସହୟ ଗୁଲୁଗୁଲି ଅନୁଭୁତ ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ସୂର୍ଯ୍ୟର ପ୍ରଖର କରିଣ ଯୋଗୁଁ ଦିନ ୧୦ ପରେ ଅତ୍ୟଧିକ ତାପମାତ୍ରା ବଢିବାରୁ ଲୋକେ ବାହାରକୁ ବାହାରି ପାରୁନାହାନ୍ତି ।…