ସମ୍ବଲପୁର : ଆକ୍ରାନ୍ତ ସଂଖ୍ୟା ୧୧, ସାବଧାନ୍ ! ଜମନକିରା ବ୍ଲକ ଛୁଁଇଲା କରୋନା !
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ଜ଼ିଲ୍ଲାରୁ ପୁଣି ୨ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ତେବେ କରୋନା ପଜିଟିଭ ଚି଼ହ୍ନଟ ୨ ଯୁବକ ଜଣଙ୍କ ବୟସ ୨୦ ଏବଂ ଜଣେ ଯୁଜୋମୁରା ବ୍ଲକ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ଏବଂ ଅନ୍ୟ ଜଣକ ଜମନକିରା ବ୍ଲକ ବଡ଼ରମା ସ୍ଥିତ…