ପୁଣି ସୁସ୍ଥ ହେଲେ ୧୧୯ ଜଣ 

0

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୧୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ କରୋନା ପଜିଟିଭ ସଂଖ୍ୟା  ୨,୧୦୪ରେ ପହଁଚିଥିବା ବେଳେ ପୁଣି ଆଜି ସୁସ୍ଥ ହୋଇଛନ୍ତ ୧୧୯ ଜଣ | ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୦ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୧,୨୪୫ ରେ ପହଂଚିଛି |ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ  ଯାଜପୁର ୬୦ ଜଣ ରହିଥିବା ବେଳେ  ବାଲେଶ୍ୱର ୩, ବଲାଙ୍ଗିର ୨,  କଟକ ୧୩, ଗଜପତି ୯, ଗଞ୍ଜାମ ୨, କେନ୍ଦ୍ରାପଡ଼ା ୧୨, ଖୋର୍ଦ୍ଧା ୩, ନୟାଗଡ ୬,  ପୁରୀ ୩, ସମ୍ବଲପୁର ୧, ସୁନ୍ଦରଗଡ଼ ୫ ଜଣ ରହିଛନ୍ତି | 

   

 

Leave A Reply

Your email address will not be published.