୨୪ ଘଣ୍ଟା ଭିତରେ ୧୪୧ ଜଣ ନୂଆ କରୋନା ପଜିଟିଭ
ଭୁବନେଶ୍ୱର : ଆଜି ରାଜ୍ୟରେ କରୋନା ପଜିଟିଭ ୨,୨୪୫ ରେ ପହଂଚିଛି ଗତ ୨୪ ଘଣ୍ଟା ଭିତରେ ୧୪୧ ଜଣ ନୂଆ କରୋନା ପଜିଟିଭ ସହ | ସକ୍ରିୟଙ୍କ ସଂଖ୍ୟା ୯୯୧ରେ ପହଁଚିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୧,୨୪୫ | ମୃତକଙ୍କ ସଂଖ୍ୟା ରହିଛି ୭ |
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ…