୨୪ ଘଣ୍ଟା ଭିତରେ ୧୪୧ ଜଣ ନୂଆ କରୋନା ପଜିଟିଭ

0

ଭୁବନେଶ୍ୱର : ଆଜି ରାଜ୍ୟରେ କରୋନା ପଜିଟିଭ  ୨,୨୪୫ ରେ ପହଂଚିଛି ଗତ ୨୪ ଘଣ୍ଟା ଭିତରେ ୧୪୧ ଜଣ ନୂଆ କରୋନା ପଜିଟିଭ ସହ | ସକ୍ରିୟଙ୍କ ସଂଖ୍ୟା ୯୯୧ରେ ପହଁଚିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୧,୨୪୫ | ମୃତକଙ୍କ ସଂଖ୍ୟା ରହିଛି ୭ |

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ  ଅନୁଗୋଳରୁ ଜଣେ, ବାଲେଶ୍ୱର ୨, ବଲାଙ୍ଗିର ୭, କଟକରେ ୬, ଢେଙ୍କାନାଳରେ ୨, ଗଜପତିରେ ୪, ଗଞ୍ଜାମ ୨୭, ଜଗତସିହଂପୁର ୪, ଯାଜପୁର ୧୦,କେନ୍ଦ୍ରାପଡ଼ା ୧୩, କେନ୍ଦୁଝର ୪, ଖୋର୍ଦ୍ଧା ୨୬, ମୟୂରଭଞ୍ଜ ୧, ନୟାଗଡ ୧, ନୂଆପଡା୧୯, ପୁରୀ ୫, ସମ୍ବଲପୁର ଜଣେ, ସୁନ୍ଦରଗଡ଼ ୮ ସାମିଲ ଅଛନ୍ତି 

Leave A Reply

Your email address will not be published.