ରାଜ୍ୟରେ ସମବାୟ ନିର୍ବାଚନ ପ।ଇଁ ରାଜ୍ୟସରକାର ତୁରନ୍ତ ପଦକ୍ଷେ ନିଅନ୍ତୁ : ବିଜେପି

ରାଜ୍ୟ ବିଜେପି ସମବାୟ ପ୍ରକୋଷ୍ଠର କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର(ଶାସକ ପ୍ରଶାସକ): ଭାରତୀୟ ଜନତାପାର୍ଟିର ସମବାୟ ପ୍ରକୋଷ୍ଠ ତରଫରୁ ରାଜ୍ୟ ବିଜେପି କାର୍ଯ୍ୟାଳୟର କୁଷାଭାଇ ଠାକରେ  ପ୍ରକୋଷ୍ଠରେ ଏକ ବୈଠକଅନୁଷ୍ଠିତ  ହୋଇସାରିଛି । ଏହି ବୈଠକରେ ରାଜ୍ୟ ସମବାୟର ବିକାଶ ଦିଗରେ…

  ପିତୃହନ୍ତା ପୁତ୍ର ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )-  ଗତ ଫେବୃଆରୀ ୨୧ ମୟୂରଭଞ୍ଜବାସୀ ପବିତ୍ର ମହାଶିବ ରାତ୍ରି ଅବସରରେ ପ୍ରଭୂ ଭୋଳାନାଥଙ୍କ ଆରାଧନାରେ ଲାଗିଥିବା ବେଳେ ବାଦାମପାହାଡ଼ ଥାନା ଅନ୍ତର୍ଗତ ଡୋଭା କୋହ୍ଲସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସାମାନ୍ୟ ଏକ କାଠର ଲାଠିକୁ କେନ୍ଦ୍ର କରି ପିତା ଗୋପାଳ…

ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘ ସାମୟିକ ଭାବେ ଭଙ୍ଗ : ଦି ମାସ ଭିତରେ ହେବ ଗଠିତ

 ରେଙ୍ଗାଲି,ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) ରେଙ୍ଗାଲି ବ୍ଲକ ଆଦିତ୍ୟ ଆଲୁମିନିୟମ କମ୍ପାନୀରେ ଶ୍ରମିକ କଲ୍ୟାଣ, ସ୍ଥାନୀୟ ନିଯୁକ୍ତି, ଅଂଚଳର ପାରିପାର୍ଶିକ ଉର୍ନତି ନେଇ କାର୍ଯ୍ୟ କରୁଥିବା ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘକୁ ଆଜି ଭଙ୍ଗ କରିଦିଆଯାଇଛି l  ବୋମାଲୋଇ ଗ୍ରାମ ପଞ୍ଚାୟତ ରାଜୀବ…

କ୍ରିକେଟ ଖେଳିଲେ ସେଲିବ୍ରିଟି  

ଅଂଶଗ୍ରହଣ କରିଥିଲେ ନେତା, ଅଭିନେତା, ସାମ୍ବାଦିକ ଓ ସମାଜସେବୀ ଭୁବନେଶ୍ୱର(ଶାସକ ପ୍ରଶାସକ) : ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ "ୟୁଥ୍ ଫର୍ ଭଲୁ୍ୟଣ୍ଟାରି ୱାର୍କ' ଓ "କର ଫାଉଣ୍ଡେସନ୍' ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୬ସ୍ଥିତ ପ୍ରଗତି ସ୍ପୋର୍ଟିଂରେ "ସେଲିବି୍ରଟି ଚାରିଟି…

ନିଜେ ଶାନ୍ତିରେ ବଂଚିବାକୁ ହେଲେ ନିଜ ପରିବେଶ ଏବଂ ଅନ୍ୟକୁ  ଶାନ୍ତିରେ ରଖିବାର ଆବଶ୍ୟକତା ରହିଛି : ଡ଼ ଅରୁଣ 

 ଜିଲ୍ଲାସ୍ତରୀୟ ପ୍ରଜାପିତା ବ୍ରହ୍ମାକୁମାରୀ ପାଠଶାଳା ଓ ୩୭ତମ ବାର୍ଷିକୋତ୍ସବ  ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଳକ ନନ୍ଦିଘୋର ଗ୍ରାମରେ ନୟାଗଡ଼ ଜିଲ୍ଲାସ୍ତରୀୟ ପ୍ରଜାପିତା ବ୍ରହ୍ମକୁମାରୀ ପାଠଶାଳା ଓ ୩୭ ତମ ବାର୍ଷିକୋତ୍ସବ  ପାଳିତ ହୋଇଯାଇଛି । ଜିଲ୍ଲାର ସମସ୍ତ କେନ୍ଦ୍ର ଏବଂ…

ବୁଢ଼ା ବୁଢୀଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ।

"ଗାଇ ଗୁହାଳରେ ବିତୁଛି ଜୀବନ,   ଶୋଉଛି କି ଚେଇଛି ଜିଲ୍ଲା ପ୍ରଶାସନ  !! ବୀରମହାରାଜପୁର -- (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ରେ ଅସହାୟ ଗରିବ ଓ ବୃଦ୍ଧା ବୃଦ୍ଧି ଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ବହୁ ଯୋଜନା କରୁଛନ୍ତି । ତେବେ…

ଖଣ୍ଡହତାରେ ମାଗଣା କମ୍ପ୍ୟୁଟରକୃତ ଚକ୍ଷୁ ପରୀକ୍ଷା ଶିବିର

"ସିୟା " କେବଳ ମାନବ ସେବାରେ" ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ରବିନ୍ଦ୍ରନାଥ ଜୁନିୟର କଲେଜ ପରିସରରେ ସ୍ବେଚ୍ଛାସେବୀ ସଙ୍ଗଠନ" ସିୟା" ଓ ପଣ୍ଡାପାଲି    ମହାନଦୀ ନେତ୍ର ଚିକିତ୍ସାଳୟର ମିଲିତ ଅନୁକୂଲ୍ୟାରେ ଏକ…

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ ଉଦଘାଟିତ

 ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗ ଶିକ୍ଷା ବର୍ଷ ୨୦୨୦ - ୨୧ ପାଇଁ ନୂତନ ଶିଶୁ ମାନଙ୍କ ପ୍ରବେଶ ନିମନ୍ତେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ଦ୍ବାଦଶ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଦୀପ ପ୍ରଜ୍ବଳନ ପୂର୍ବକ…

ବିପଦରେ ଅଛି ଆମ ଜୀବନ, ଓଡିଶା ସରକାର  ସୁରକ୍ଷା ନଦେଲେ ବିଷ ପିଇଦେବୁ

http://www.youtube.com/watch?v=gTh0Ffs7eW8 ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ଆଗରେ ସୁରକ୍ଷା ମାଗିଲେ ଅନୁପ ସାଏଙ୍କ ପରିବାର ଲୋକେ  ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ଧାରଣାରେ ବସିଲେ ଅନୁପ ସାଏଙ୍କ ପୂରା ପରିବାର । ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ…

ଆବାସ ଯୋଜନା କାହା ପାଇଁ : ଗରିବ ପାଇଁ ନା ଧନୀ ଲୋକ ପାଇଁ 

ସୁକୁରାମ ଓ ବିଦ୍ୟାଧରଙ୍କ ପାଇଁ ବିଜ୍ଜୁପକ୍କାଘର ସାତ ସପନ : ପଲିଥିନ୍ ଓ ଭଙ୍ଗା ଦଦରା ଘରେ ବିତୁଛି ଜୀବନ ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସରକାର ଗରୀବ ଶ୍ରେଣୀର ଲୋକମାନଙ୍କର ଉନ୍ନତି ପାଇଁ ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯାହାର ରହିବା ପାଇଁ ବାସଗୃହ…