ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ଏସଡ଼ିସି ଫୁଟବଲ -୨୦୨୦ କପ, ଜ୍ୟାକେଟ ଆଉ ଜର୍ସି
ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡ଼ିସି) ଫୁଟବଲ ୨୦୨୦ ର କପ,ଜ୍ୟାକେଟ ଆଉ ଜର୍ସି ଲୋକାର୍ପିତ କରିଛନ୍ତି |
ରାଜ୍ୟର ୯ ଟି ଜିଲ୍ଲାରେ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁଟବଲ ଦଳ ମଧ୍ୟରେ ଫେବୃଆରୀ…