ସୁସ୍ଥ ହେଲେ ୧୧୨ ଜଣ କରୋନା ଆକ୍ରାନ୍ତ : ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୧୭୧୬ରେ 

0 2

ଭୁବନେଶ୍ୱର : ଆଜି  ରାଜ୍ୟରେ ସୁସ୍ଥ ହେଲେ ୧୧୨ ଜଣ କରୋନା ଆକ୍ରାନ୍ତ |  ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୧୭୧୬ରେ | ଆଜି ସୁସ୍ଥଙ୍କ ମଧ୍ୟରେ କେନ୍ଦ୍ରାପଡ଼ାରୁ ୩୩ ଜଣ, ବଲାଙ୍ଗୀରରୁ ୧୬ ଜଣ , ଯାଜପୁରରୁ ୧୧ଜଣ , ସୁନ୍ଦରଗଡରୁ ୧୦ ଜଣ,ଜଗତ୍ସିଂହପୁରରୁ ୮ ଜଣ, ଗଂଜାମ  ଓ ଖୋର୍ଦ୍ଧାରୁ ୭ଜଣ ଲେଖାଏ , କଟକ ଓ ସୋନପୁରରୁ ୪ ଜଣ ଲେଖାଏ , ବାଲେଶ୍ୱର, ପୁରୀ ଓ  ସମ୍ବଲପୁରରୁ ୩ଜଣ ଲେଖାଏ , ନୟାଗଡରୁ ୨ ଜଣ  ଓ  ମୟୁରଭଞ୍ଜରୁ ଜଣେ ସୁସ୍ଥ ହୋଇଛନ୍ତି | 

 

Leave A Reply

Your email address will not be published.