Sign in
Sign in
Recover your password.
A password will be e-mailed to you.
Author
SPNEWS 57047 posts 0 comments
ମତେ ପଛେ ଗାଳି ଦିଅନ୍ତୁ, ହେଲେ ୭ ଘଣ୍ଟା ରୁହନ୍ତୁ : ଅରୁଣ
କେନ୍ଦ୍ରାପଡା(ଶାସକ ପ୍ରଶାସକ): ମତେ ପଛେ ଅଧ୍ୟାପକ ଅଧ୍ୟାପିକା ମାନେ ଗାଳି ଦିଅନ୍ତୁ, କିନ୍ତୁ ପିଲାଙ୍କ ଭବିଷ୍ୟତ ପାଇଁ କଲେଜରେ ୭ ଘଣ୍ଟା ରୁହନ୍ତୁ | ପିଲାଙ୍କ ଭବିଷ୍ୟତ ଗଢନ୍ତୁ | ସବୁ ଗାଳି ମୋ ଉପରେ ବର୍ଷି ଦିଅନ୍ତୁ, ହେଲେ ଶିକ୍ଷା ବ୍ୟବସ୍ଥାକୁ ଚରମ ସୋପାନରେ ପହଂଚାଇ ଦିଅନ୍ତୁ | …
୨୯ରେ ଲୋକାର୍ପିତ ହେବ ସମ୍ ଅଲ୍ଟିମେଟ୍ ମେଡିକେୟାର((ସମ୍ମମ୍)
ନବୀନ, ଶାହା ଆଉ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ହେବ ଉଦ୍ଘାଟିତ
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୃଷ୍ଟି କରିବ ନୂଆ ଦିଗନ୍ତ, ବିଶ୍ୱସ୍ତରୀୟ ସୁବିଧାସୁଯୋଗ ହେବ ସନ୍ନିବେଶିତ
ଭୁବନେଶ୍ୱର,(ଶାସକ ପ୍ରଶାସକ): ସ୍ୱାସ୍ଥ୍ୟ ସେବା ଓ ବୃତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା…
ଲୋକ ଉତ୍ସବ ଅବସରରେ ଗଣଦୌଡ
ପଦ୍ମପୁର,(ଶାସକ ପ୍ରଶାସକ): ପଦ୍ମପୁର ଆର ବି ହାଇସ୍କୁଲ ପଡିଆରେ ଆୟୋଜିତ ହେଉଥିବା ପଦ୍ମପୁର ଲୋକ ଉତ୍ସବ - ୨୦୨୦ ଅବସରରେ, ଗୁରୁବାର ସକାଳ ୭ଘ ରେ ଏକ ଗଣଦୌଡ ଆୟୋଜନ କରାଯାଇଥିଲା । ଏହି ଗଣଦୌଡକୁ ଲୋକ ଉତ୍ସବ ପଡିଆରେ ପତକା ଦେଖାଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧୀକ୍ଷକ ପ୍ରଦୀପ କୁମାର ସାହୁ…
ଆସୁଛନ୍ତି ଶାହା , ” କା “ରେ ମାରିବେ ମୁଣ୍ଡି
" କା " ସଂପର୍କରେ ଏକ ବିଶାଳ ଜନ ସମାବେଶକୁ କରିବେ ସମ୍ଭୋଧିତ
୨୪ ତମ ପୂର୍ବାଞ୍ଚଳ ରାଜ୍ୟ ଗୁଡିକର ଜୋନାଲ କନ୍ଫରେନ୍ସରେ ଯୋଗଦେବେ
ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କଲେ ରାଜ୍ୟ ସଭାପତି ସମୀର ମହାନ୍ତି
ଜନତା ମୈଦାନରେ ବି ହେଲା ଭୂମିପୂଜା,ପ୍ରଶାସନ ପକ୍ଷରୁ ମଧ୍ୟ…
ବ୍ରହ୍ମାଣ୍ଡରେ ଓଡ଼ିଶା ହେଉଛି ନିଜେ କୋହିନୂର : ରାଜ୍ୟପାଳ
http://www.youtube.com/watch?v=1YlTSaqu29w
ପାରଳା ଗଜପତି ବିକାଶ ମଞ୍ଚର ଦ୍ବିତୀୟ ବାର୍ଷିକୋତ୍ସବ : ଭାଷାଭିତ୍ତିକ ପ୍ରଦେଶ ପାଇଁ ମନେ ରହିବେ କୃଷ୍ଣଚନ୍ଦ୍ର ଗଜପତି
ଭୁବନେଶ୍ବର : ବ୍ରହ୍ମାଣ୍ଡରେ ଓଡ଼ିଶା ହେଉଛି ନିଜେ କୋହିନୂର। ଏହା ଏମିତି ଗୋଟିଏ ରାଜ୍ୟ ଯେଉଁଠି, ଦପ୍ତରରେ ଚା…
ଭୋରୁ ଭୋରୁ ଜଳିଗଲା
ବୋୖଦ୍ଧ(ଜଗନ୍ନାଥ ରେଡ଼ୀ) : ବୋୖଦ୍ଧ ଜିଲ୍ଲା ପୁରୁଣାକଟକ ପଂଚାୟତ ସାମ୍ନା ସହିରେ ଥିବା ଲକ୍ଷ୍ମୀଧର ସାହୁଙ୍କ ଘରେ ଅଗ୍ନିକାଣ୍ଡ।ଜଳିଗଲା 6 ବଖରା ଘର ସମେତ ଲକ୍ଷlଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ତେବେ ଭସ୍ମୀଭୂତ ହୋଇଥିବା ସମ୍ପତ୍ତିର ଆନୁମାନିକ ମୂଲ୍ୟ ପ୍ରାୟ 15…
ପୁଣି ଅପମାନିତ “ଓଡ଼ିଆ” : ସେତେବେଳେ ଅଧୁଲିଟିଏ ଦେଇନଥିଲେ, ଏବେ ଛାପ ବି ହଜେଇ ଦେଲେ
ଓଡ଼ିଆ ଭାଷା ପ୍ରତି କେନ୍ଦ୍ର ସାହିତ୍ୟ ଏକାଡେ଼ମୀର ବୈମାତୃକ ମନୋଭାବ
ଭୁବନେଶ୍ୱର(ଶାସକ ପ୍ରଶାସକ) : କିଛିଦିନ ତଳେ କେନ୍ଦ୍ର ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଓଡ଼ିଆ ଭାଷା ପ୍ରତି ଅବିଚାର କରିଥିଲେ | ଅନ୍ୟ ଶାସ୍ତ୍ରୀୟ ଭାଷା ପାଇଁ ବଜେଟରେ ବିପୁଳ ଅର୍ଥ ବରାଦ କରିଥବା ବେଳେ ଓଡିଶା…
ଗଛକଟା କୁ ନେଇ ଠିକାସଂସ୍ଥା “ମେଗା ଇଂଜିନିୟରିଂ” ହଟହଟା
ବାରିପଦା(ଦିଲ୍ଲୀପ ମହାନ୍ତି )-- ବାରିପଦା ସହରକୁ ପାନୀୟ ଜଳ ଯୋଗାଇବା ପାଇଁ ମେଗା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଦେଉଳି ଡେମ୍ଠାରୁ ବାରିପଦା ସହରସ୍ଥିତ ମୁର୍ଗାବାଡ଼ି ପର୍ଯ୍ୟନ୍ତ ଇଲକଟ୍ରିକ ଖୁଣ୍ଟ ବସାଇବା କାର୍ଯ୍ୟ ଚାଲୁ ରହିଛି। ତେବେ ବାରିପଦା ସଦରଥାନା ଅଧିନରେ ଥିବା କଇଁଫୁଲିଆ ଠାରେ…
କପିକରି ଧରପଡିଲେ ୯ ପରୀକ୍ଷାର୍ଥୀ ଓ ଅନୁପସ୍ଥିତ ରହିଲେ ୧୭୨୫ ପରୀକ୍ଷାର୍ଥୀ ।
ବାରିପଦା(ଦିଲ୍ଲୀପ ମହାନ୍ତି)-- ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଚାଲିଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା-୨୦୨୦ରେ ଆଜି ହେଉଥିବା ଗଣିତ ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲାରେ ମୋଟ ୩୭୧୪୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୫୪୧୭ ଜଣ ପରୀକ୍ଷାରେ ବସିଥିବା ବେଳେ ୧୭୨୫ ଜଣ ଅନୁପସ୍ଥିତ ରହିଛନ୍ତି…